September 28, 2024 10:32 pm

The Ultimate Managed Hosting Platform
ADVERTISEMENT

ସୁନ୍ଦରଗଡରେ ୧୬ ଜଣଙ୍କର ଅସ୍ୱାଭାବିକ ମୃତ୍ୟୁ

Facebook
Twitter
LinkedIn

ରାଉରକେଲା: ରାଉରକେଲାରେ ଅସ୍ୱାଭାବିକ ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି । ରାଉରକେଲା ଆରଜିଏଚରେ ଚିକିତ୍ସାଧୀନ ଆଉ ୨ ଜଣଙ୍କର ମୃତ୍ୟୁ ହୋଇଛି । ଗତକାଲି ୧୪ ଜଣ ଲୋକଙ୍କ ଅସ୍ୱାଭାବିକ ଭାବେ ମୃତ୍ୟୁ ଘଟିଥିଲା । ଏସବୁ ମୃତ୍ୟୁ ଅଂଶୁଘାତ ବୋଲି ସନେ୍ଦହ କରାଯାଉଛି । ସେହିଭଳି ରାଉରକେଲା ହସ୍ପିଟାଲରେ ୨୩ ଜଣ ଚିକିତ୍ସାଧୀନ ଅଛନ୍ତି । ଏଥିରେ ଅନ୍ୟ ଜିଲ୍ଲା ଏବଂ ଝାଡଖଣ୍ଡର ଲୋକଥିବା ସୂଚନା ରହିଛି । ରାଉରକେଲା ଏଡିଏମ ଓ ପାନପୋଷ ଉପଜିଲ୍ଲାପାଳ ପହଁଚି ସ୍ଥିତିର ସମୀକ୍ଷା କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

କୁଲଗାମରେ ଏନକାଉଣ୍ଟର, ଆତଙ୍କୀ ନିହତ

ଏନକାଉଣ୍ଟରରେ ୯ ମାଓବାଦୀ ନିପାତ

ମାଲକାନଗିରି : ଛତିଶଗଡରେ ବଡଧରଣର ମାଓ ବିରୋଧୀ ଅପରେସନ । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୯ ମାଓବାଦୀ ନିହତ ସୂଚନା । ଛତିଶଗଡ ଦନ୍ତେୱାଡା ଜିଲ୍ଲାରେ ସୁରକ୍ଷା କର୍ମୀଙ୍କୁ...

ତ୍ରିପୁରାରେ ବନ୍ୟା ଓ ଭୂସ୍ଖଳନ, ୧୦ ଜଣଙ୍କର ଚାଲିଗଲା ଜୀବନ

ତେଲେଙ୍ଗାନା-ଆନ୍ଧ୍ରରେ ବର୍ଷା ବିତ୍ପାତ, ମୃତ୍ୟୁସଂଖ୍ୟା ଛୁଇଁଲା ୨୭

ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ଲଗାଣ ବର୍ଷା । ଫଳରେ ଚାରିଆଡେ ଜଳମଗ୍ନ ହୋଇ ନବନ୍ୟା ସ୍ଥିତି ସୃଷ୍ଟି କରିଛି। ଉଭୟ ରାଜ୍ୟରେ ବର୍ଷା ଏବଂ...

ADVERTISEMENT
ଦୁର୍ଘଟଣା ପରେ ଟ୍ରକ ସହ ଜଳିଗଲେ ୩ ଡ୍ରାଇଭର

ଡାକ୍ତରଖାନାରୁ ବାହାରିବା ପୂର୍ବରୁ ଜଳିଗଲେ ଗର୍ଭବତୀ

ମାଲକାନଗିରି : ଡାକ୍ତରଖାନାରୁ ବାହାରିବା ପୂର୍ବରୁ ଜଳିଗଲେ ୭ ମାସର ଗର୍ଭବତୀ । ମାଲକାନଗିରି ଏମଭି-୯ ଗାଁର ମହିଳା ବିନିତା ମାଶ ଗତ ରବିବାର ଦିନ ସ୍ୱାସ୍ଥ୍ୟ...

Login