The Ultimate Managed Hosting Platform
ADVERTISEMENT

ବାର୍ଡ ଫ୍ଲୁ : ସ୍ଥିତି ତଦାରଖ କରିବାକୁ ଆସୁଛନ୍ତି କେନ୍ଦ୍ରୀୟ ଦଳ

Facebook
Twitter
LinkedIn

ପିପିଲି : ପିପିଲିରେ କୁକୁଡା ମରା ଅଭିଯାନର ଆଜି ତୃତୀୟ ଦିନ । ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକରେ ଚାଲିଛି କୁକୁଡା ମରା ଅଭିଯାନ । ଆଜି ଘରେ ପାଳିତ କୁକୁଡା ମରାଯାଉଛି । ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ସମେତ ଜିଲ୍ଲାସ୍ତରର ଅତିରିକ୍ତ ଚିକିତ୍ସାଧିକାରୀ ମାନେ ଏଥିରେ ସାମିଲ ଅଛନ୍ତି । କୁକୁଡା ମରା ଅଭିଯାନ ଶେଷ ହେବା ପରେ ଫାର୍ମ ବିଶୋଧନୀ କରଣ କରାଯିବାର ବ୍ୟବସ୍ଥା ରହିଛି । ରାଜ୍ୟରେ ଏପ ର୍ଯ୍ୟନ୍ତ ପୁରୀ ଜିଲ୍ଲାର ପିପିଲି , ନିମାପଡା, ସତ୍ୟବାଦୀ ଓ ଡେଲାଙ୍ଗରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଛି । ଆସନ୍ତା ୪ ଓ ୫ ତାରିଖରେ ଆସୁଛନ୍ତି କେନ୍ଦ୍ରୀୟ ଦଳ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login