The Ultimate Managed Hosting Platform
ADVERTISEMENT

ଏନକାଉଣ୍ଟରରେ ୯ ମାଓବାଦୀ ନିପାତ

Facebook
Twitter
LinkedIn

ମାଲକାନଗିରି : ଛତିଶଗଡରେ ବଡଧରଣର ମାଓ ବିରୋଧୀ ଅପରେସନ । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୯ ମାଓବାଦୀ ନିହତ ସୂଚନା । ଛତିଶଗଡ ଦନ୍ତେୱାଡା ଜିଲ୍ଲାରେ ସୁରକ୍ଷା କର୍ମୀଙ୍କୁ ସଫଳତା । ଡିଆରଜି ଓ ସିଆରପିଏଫ ମିଳିତ ଅପରେସନରେ ସଫଳତା । ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି । ଘଟଣାସ୍ଥଳରୁ ଏସଏଲଆର,୩୦୩ ୧୨ ବୋର ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ଫୋରକ ସାମଗ୍ରୀ ଜବତ କରିଛି ପୁଲିସ । ସୂଚନା ଅନୁସାରେ ଗତ ୨ ଦିନ ମାଲକାନଗିରିର ଭେଜିଙ୍ଗିବାଡା ଜଙ୍ଗଲ ଦୟାଲତୁଙ୍ଗି ଗାଁ ନିକଟରେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login