The Ultimate Managed Hosting Platform
ADVERTISEMENT

ମିଆଁମାରରେ ପୁଣି ଭୂକମ୍ପ ଝଟକା

Facebook
Twitter
LinkedIn

ନୂଆଦିଲ୍ଲୀ : ମିଆଁମାରରେ ପୁଣି ଭୂକମ୍ପର ଝଟକା । ଭୂକମ୍ପର କେନ୍ଦ୍ରସ୍ଥଳ ୧୦କିଲୋମିଟର ଗଭୀରତାରେ ରହିଛି । ଭୂକମ୍ପର ତୀବ୍ରତା ୩.୪ । ଏହି ତୀବ୍ରତାର ଭୂକମ୍ପ ସାଧାରଣତଃ ସାମାନ୍ୟ କ୍ଷୟକ୍ଷତିର ସମ୍ଭାବନା ଥାଏ । ସୂଚନାନୁଯାୟୀ, ମିଆଁମାରରେ ସାମାନ୍ୟ ଭୂକମ୍ପର ଝଟକା ପୁଣିଥରେ ମଙ୍ଗଳବାର ଦିନ ଅନୁଭୂତ ହୋଇଥିଲା । ଏହା ବିଳମ୍ବିତ ରାତି ପ୍ରାୟ ୨.୩୨ମିନିଟରେ ଅନୁଭୂତ ହୋଇଥିଲା । ନିକଟରେ ମେ ୨୩-୨୪ର ମଧ୍ୟରାତି ୧୨.୨୮ ମିନିଟରେ ତୀବ୍ରତା ୪.୦ ରହିଥିଲା । କେନ୍ଦ୍ରସ୍ଥଳ ପାଖାପାଖି ୧୦କିଲୋମିଟରରେ ରହିଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login