ନୂଆଦିଲ୍ଲୀ : ବିଜେପିରୁ ୨ ବିଧାୟକ ବହିଷ୍କୃତ । ଭାରତୀୟ ଜନତା ପାର୍ଟି ବଡ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି । କର୍ଣ୍ଣାଟକର ନିଜର ଦୁଇ ବିଧାୟକ ଏସଟି ସୋମଶେଖର ଏବଂ ଏ ଶିବରାମ ହେବାରଙ୍କୁ ଛଅ ବର୍ଷ ପାଇଁ ଦଳରୁ ବହିଷ୍କାର କରିଛି ବିଜେପି । ରିପୋର୍ଟ ମୁତାବକ, ବିଜେପିର କର୍ଣ୍ଣାଟକ ଇକାଇର ଅଧ୍ୟକ୍ଷ ବି ୱାଇ ବିଜୟେନ୍ଦ୍ର କହିଛନ୍ତି ଯେ, ଦୁଇ ବିଧାୟକଙ୍କୁ ସେମାନଙ୍କ ପାର୍ଟି ବିରୋଧି କାର୍ୟ୍ୟକଳାପ କାରଣଗୁଡ଼ିକ ପାଇଁ ବହିଷ୍କାର କରାଯାଇଛି । ବିଜେପି ଦୀର୍ଘ ବିଚାର-ବିମର୍ଶ କରିବା ପରେ ନିଷ୍ପତ୍ତି ନିଆଯାଇଛି । ଏସଟି ସୋମଶେଖର କର୍ଣ୍ଣାଟକ ବିଧାନସଭାରୁ ଯଶବନ୍ତପୁରର ପ୍ରତିନିଧିତ୍ବ କରୁଥିବା ବେଳେ ଏ ଶିବରାମ ହେବ୍ବାର ୟେଲ୍ଲାପୁରର ପ୍ରାର୍ଥୀ ରହିଥିଲେ । ପାର୍ଟିର କେନ୍ଦ୍ରୀୟ ଅନୁଶାସନ ସମିତି ସଦସ୍ୟ ସଚିବ ଓମ ପାଠକ ହେବ୍ବାର ଅଧିକାରୀଙ୍କୁ ଚିଠି ପଠାଇଥିଲେ । ଏହି ପଦକ୍ଷେପ ପାର୍ଟିର ଅନୁଶାସନ ବାରମ୍ବାର ଉଲ୍ଲଙ୍ଘନ କରିବା ଯୋଗୁଁ ଦଳରୁ ବହିଷ୍କାର କରାଯାଇଛି । ଏହାସହିତ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇବାକୁ କୁହାଯାଇଛି ।
ବିଜେପିରୁ ୨ ବିଧାୟକ ବହିଷ୍କୃତ , ଦଳ ବିରୋଧୀ କାର୍ଯ୍ୟକଳାପରେ ଥିଲେ
Facebook
Twitter
LinkedIn
Facebook
Twitter
LinkedIn
Recent News
ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ
ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...
ଛାଡପତ୍ର ପରେ ଦ୍ୱିତୀୟ ବିବାହ କଲେ ସମନ୍ଥା
ବ୍ୟୁରୋ : ଛାଡପତ୍ରର ୪ ବର୍ଷ ପରେ ଅଭିନେତ୍ରୀ ସମନ୍ଥା ଦେଲେ ଖୁସି ଖବର ।ପ୍ରେମିକ ରାଜଙ୍କୁ କଲେ ଦ୍ୱୀତାୟ ବିବାହ । ଏନେଇ ସୋସିଆଲ ମିଡିଆରେ...
ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ
ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...
କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...











