ବ୍ୟୁରୋ ; ସ୍କିନ୍ କେୟାର କରିବା ନିହାତି ଜରୁରୀ । ଯଦି ଆପଣ ଥଣ୍ଡାରେ ହେଉଥିବା ସ୍କିନ ସମ୍ବନ୍ଧିତ ସମସ୍ୟାକୁ ଭାବି ଭାବି ଚିନ୍ତିତ ହେଉଛନ୍ତି ତେବେ ଆପଣଙ୍କୁ ଏହା ପାଇଁ ଚିନ୍ତିତ ହେବା ଆବଶ୍ୟକ ନାହିଁ । କାରଣ ଏହି ସମସ୍ୟାକୁ ଦୂର କରିବା ପାଇଁ ଆପଣଙ୍କୁ କେବଳ କିଛି ଘରୋଇ ଜିନିଷର ବ୍ୟବହାର କରିବାକୁ ପଡିବ । କିଛି ଘରୋଇ ଜିନିଷରେ ତିଆରି ଫେସ୍ ପ୍ରଡକ୍ଟ ଆପଣଙ୍କ ସ୍କିନକୁ ନରମ ଏବଂ ଚମକଦାର କରିଥାଏ । ଯାହା ଆପଣଙ୍କ ସ୍କିନକୁ ଭଲ ରଖିବାରେ ସାହାଯ୍ୟ କରିଥାଏ । ତେବେ ଆସନ୍ତୁ କେଉଁ କେଉଁ ସମସ୍ୟାକୁ ଦୂର କରିଥାଏ ଜାଣିବା । କଦଳୀ ଚୋପାରେ ଉପଯୁକ୍ତ ପରିମାଣରେ ଭିଟାମିନ୍ ଥିବା କାରଣରୁ ମୁ୍ହଁରେ ପଡୁଥିବା ଭାଙ୍ଗକୁ ଦୂର କରିଥାଏ । ଏହା ସହିତ ନରମ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ । କଦଳୀ ଖାଇ ସାରିବା ପରେ ତା’ର ଚୋପାକୁ ମୁହଁରେ ଘଷିବା ଦ୍ବାରା କଳା ଦାଗ ହ୍ରାସ ପାଇଥାଏ । ବ୍ରଣ ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଥିଲେ କଦଳୀ ଚୋପାର ବ୍ୟବହାର କରିବା ଆବଶ୍ୟକ । ଏଥିରେ ଆଣ୍ଟିଅକ୍ସିଡେଣ୍ଟ ଏବଂ ଆଣ୍ଟିବ୍ୟାକ୍ଟେରିଆ ଗୁଣ କାରଣରୁ ମୁହଁରେ ହେଉଥିବା ବ୍ରଣ ସମସ୍ୟାକୁ ହ୍ରାସ କରିଥାଏ । ଏହା ସହିତ ଚମକଦାର ତ୍ବଚା ଦେଇଥାଏ । ଯେଉଁମାନଙ୍କ ସ୍କିନରେ କୁଣ୍ଡେଇ ହେବା ଭଳି ସମସ୍ୟା ଦେଖା ଦେଉଛି, ତେବେ କଦଳୀ ଚୋପାକୁ ବ୍ୟବହାର କରନ୍ତୁ । ଏଥିରେ ଆଣ୍ଟି-ଇଫ୍ଲୋମେଟରୀ ଗୁଣ ଥିବାରୁ ଏଭଳି ସମସ୍ୟାରୁ ମୁକ୍ତି ଦେଇଥାଏ ।
ତ୍ୱଚା ପାଇଁ ଲାଭଦାୟକ କଦଳୀ ଚୋପା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











