The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ପେଣ୍ଟାଗ୍ରାଫ ଅଚଳ, ଅଟକିଲା ଟ୍ରେନ

Facebook
Twitter
LinkedIn

ରାୟଗଡା : ପେଣ୍ଟାଗ୍ରାଫ ଅଚଳ ଯୋଗୁଁ ଅଟକିଲା ୨ ଟ୍ରେନ । ଲେଲିଗୁମା ଷ୍ଟେସନ ନିକଟରେ ଅଟକିଲା ୨ଟି ଟ୍ରେନ । ଇଣ୍ଟରସିଟି ଓ ହୀରାଖଣ୍ଡ ଏକ୍ସପ୍ରେସ ଟ୍ରେନ ଅଟକି ରହିଛି । ଦୀର୍ଘ ସମୟ ଧରି ଅଟକି ରହିଥିବାରୁ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ । କେ.ଆର ଲାଇନରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଆଜି ଭୋରରୁ ଏପରି ହୋଇଥିବା ଜଣାପଡିଛି । ଇଣ୍ଟରସିଟି ଏକ୍ସପ୍ରେସ ଲେଲିଗୁମ୍ମା ରାଉଳି ମଧ୍ୟରେ ଅଟକି ରହିଥିବା ବେଳେ ଭୁବନେଶ୍ବରରୁ ଜଗଦଲପୁର ଯାଉଥିବା ଲେଲିଗୁମା ଠାରେ ଅଟକିଛି । ବିଦ୍ୟୁତ ଲାଇନ ସହ ଟ୍ରେନ୍ କୁ ସଂଯୋଗ କରିଥାଏ ପେଣ୍ଟୋଗ୍ରାଫ୍ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟ୍ୱିନ ସିଟିରେ ହେବ ନୂଆ ଆଇଟି ପାର୍କ ;ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ଟ୍ୱିନ ସିଟିରେ ହେବ ନୂଆ ଆଇଟି ପାର୍କ ;ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର : ଟ୍ୱିନ ସିଟିରେ ହେବ ନୂଆ ଆଇଟି ପାର୍କ । ସୂଚନା ଦେଲେ ପୂର୍ତ୍ତି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ୧୦୦୦ ହେକ୍ଟର ଜମିରେ ତିଆରି...

ADVERTISEMENT
ଆଫଗାନିସ୍ତାନ-ତାଜକିସ୍ତାନରେ ଭୂକମ୍ପ ଝଟକା, ଜମ୍ମୁ କଶ୍ମୀରରେ ମଧ୍ୟ ଝଟକା ଅନୁଭୂତ

ଆଫଗାନିସ୍ତାନ-ତାଜକିସ୍ତାନରେ ଭୂକମ୍ପ ଝଟକା, ଜମ୍ମୁ କଶ୍ମୀରରେ ମଧ୍ୟ ଝଟକା ଅନୁଭୂତ

ନୂଆଦିଲ୍ଲୀ : ଆଫଗାନିସ୍ତାନ-ତାଜିକିସ୍ତାନ ସୀମା ଅଞ୍ଚଳରେ ୫.୯ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏହି ଭୂକମ୍ପ ଝଟକା ଜମ୍ମୁ-କଶ୍ମୀର ପର୍ୟ୍ୟନ୍ତ ଅନୁଭୂତ ହୋଇଛି ।...

Login