The Ultimate Managed Hosting Platform
ADVERTISEMENT

ପୁଣି ଖସିଲା ପାରଦ ; ବଢିଲା ଶୀତ

Facebook
Twitter
LinkedIn

ଭୁବନେଶ୍ୱର : ପୁଣି ଖସିଲା ପାରଦ । ବଢିଲା ଶୀତ । ଶୀତରୁ ରକ୍ଷା ପାଇଁ ନିଆଁ ମୂଳେ ବସୁଛନ୍ତି ଲୋକେ । ଓଡ଼ିଶାର ସବୁଠାରୁ ଥଣ୍ଡା ସହର ଭାବେ କନ୍ଧମାଳ ଜିଲ୍ଲାର ତଥା ଓଡ଼ିଶାର ଦାର୍ଜିଲିଂ ଘୁ.ଉଦୟଗିରି ସହର ଚଳିତ ବର୍ଷ ଚର୍ଚ୍ଚାରେ ରହିଆସିଛି। ଚଳିତ ବର୍ଷ ବିଳମ୍ବରେ ଶୀତର ଆଗମନ ହେବା ସହ ଶୀତ ଏକ ପ୍ରକାର ଲୁଚକାଳି ଖେଳ ଖେଳୁଥିବା ବେଳେ ଶୀତ ଲେଉଟିଛି।
ଗତକାଲି ଘୁ.ଉଦୟଗିରି ସହରର ପାରଦ ୫.୮ଡିଗ୍ରି ଥିବା ବେଳେ ଆଜି ୦.୪ଡିଗ୍ରି ତଳକୁ ଖସି ୫.୪ଡିଗ୍ରି ରେକର୍ଡ କରାଯିବା ସହ ଓଡ଼ିଶାର ସବୁଠାରୁ ଥଣ୍ଡା ସହର ଭାବେ ଘୁ.ଉଦୟଗିରି ଅଞ୍ଚଳ ଜାଡ଼ରେ ଥରୁଛି। ପ୍ରବଳ ଥଣ୍ଡା ସାଙ୍ଗକୁ ସାରା ଅଞ୍ଚଳ କୁହୁଡିମୟ ହୋଇଯାଇଛି। ସଞ୍ଜ ନଇଁଲେ ବଜାର ଶୁନ୍ ଶାନ ହେବା ସହ ରାସ୍ତାଘାଟ ବଜାର ଜନଶୁନ୍ୟ ହୋଇଯାଏ।ବିନା ଗରମ ପୋଷାକରେ ବାହାରକୁ ବାହାରିବା କଷ୍ଟସାଧ୍ୟ।ପ୍ରବଳ ଥଣ୍ଡା ପଡିବା ପରେ ଗରମ ପୋଷାକର ଚାହିଦା ବଢ଼ିବାରେ ଲାଗିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଭୁବନେଶ୍ୱର : ବିଶ୍ୱ ଏଡସ ଦିବସରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ସଚେତନତା ରାଲି ।ପତାକା ଦେଖାଇ ଉଦଘାଟନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ରାଜ୍ୟରେ...

Login