The Ultimate Managed Hosting Platform
ADVERTISEMENT

୪୦ ଲକ୍ଷର ବ୍ରାଉନସୁଗାର ଜବତ

Facebook
Twitter
LinkedIn

ଭୁବନେଶ୍ୱର : ୪ ଶହ ଗ୍ରାମର ବ୍ରାଉନସୁଗାର ଜବତ କଲା ସ୍ପେଶାଲ କ୍ରାଇମ ୟୁନିଟ । ବାଲେଶ୍ବର ସହଦେବଖୁଣ୍ଟା ଥାନା ଅରଡ଼ ବଜାରରୁ ବିପୁଳ ବ୍ରାଉନସୁଗର ଜବତ ହୋଇଛି । ଏ ନେଇ ସୂଚନା ଦେଲେ ପୋଲିସ କମିଶନର ଏସ ଦେବଦତ୍ତ ସିଂ । ଚାଲାଣକାରୀ ଶେଖ ଆକବରକୁ ଗିରଫ କରି ପଚରାଉଚରା । ଜବତ ବ୍ରାଉନସୁଗାରର ବଜାର ମୂଲ୍ୟ ୪୦ ଲକ୍ଷ କହିଲେ ସିପି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login