The Ultimate Managed Hosting Platform
ADVERTISEMENT

ଜଙ୍ଗଲରୁ ନର କଙ୍କାଳ ଉଦ୍ଧାର

Facebook
Twitter
LinkedIn

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଶୁଆଡ଼ଙ୍ଗ ଜଙ୍ଗଲରୁ ନର କଙ୍କାଳ ଉଦ୍ଧାର । କଙ୍କାଳଟି ସଣ୍ଡସା ଭାଲିଆଗୁଡା ଗାଁର ପୁଷ୍ପ ଗୌଡ଼ଙ୍କର ବୋଲି ଦାବି କରିଛନ୍ତି ପରିବାର । ଗତ ସେପ୍ଟେମ୍ବର ୭ ତାରିଖରେ ଘରୁ ବାହାରକୁ ଯାଇ ଆଉ ଫେରିନଥିଲେ ପୁଷ୍ପ । ଆଜି କଙ୍କାଳ ଦେଖିବା ପରେ ପୁଅକୁ ଚିହ୍ନିଛନ୍ତି ପରିବାର । ପୁଅ ପିନ୍ଧିଥିବା ଡ୍ରେସ୍ ରୁ ଚିହ୍ନିପାରିଥିବା କହିଛନ୍ତି ପୁଷ୍ପଙ୍କ ବାପା । ତାଙ୍କୁ ହତ୍ୟା କରାଯାଇଥିବା ନେଇ ଝରିଗାଁ ଥାନାରେ ଅଭିଯୋଗ କରିଛନ୍ତି । ପୁଅକୁ କାମ ବାହାନାରେ ଡାକି ନେଇ ହତ୍ୟା କରିଥିବା କହିଛନ୍ତି ବାପା ସନଧର ଗୌଡ଼ । ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ପୋଲିସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟ୍ରମ୍ପଙ୍କୁ ମିଳିଲାନି ନୋବେଲ, ମାରିଆଙ୍କୁ ମିଳିଲା ଶାନ୍ତି ନୋବେଲ

ଟ୍ରମ୍ପଙ୍କୁ ମିଳିଲାନି ନୋବେଲ, ମାରିଆଙ୍କୁ ମିଳିଲା ଶାନ୍ତି ନୋବେଲ

ନୂଆଦିଲ୍ଲୀ : ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର । ଭେନେଜୁଏରାଲ ମାରିଆ କୋରିନାଙ୍କୁ ନୋବେଲ ଶାନ୍ତି ପୁରସ୍କାରା ଭେନେଜୁଏଲାରେ ଗଣତନ୍ତ୍ର ପ୍ରତିଷ୍ଠାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ...

ADVERTISEMENT

Login