The Ultimate Managed Hosting Platform
ADVERTISEMENT

କୁଖ୍ୟାତ ଠକ ଗିରଫ ; ବଡ ବଡ ପୋଷ୍ଟରେ ନିଯୁକ୍ତି ଦେବାକୁ କହି ଠକୁଥିଲା, PSO ଓ PAଙ୍କୁ ସାଙ୍ଗରେ ନେଉଥିଲା

Facebook
Twitter
LinkedIn

ଭୁବନେଶ୍ୱର : କୁଖ୍ୟାତ ଠକକୁ ଗିରଫ କଲା କମିଶନରେଟ ପୁଲିସ । ଗିରଫ ଅଭିଯୁକ୍ତ ହେଲା ରିଙ୍କୁ । ରିଙ୍କୁର ଘର ହରିୟାଣାରେ ହୋଇ ଥିବା ସୂଚନା । ରିଙ୍କୁର ସହଯୋଗୀ ମନିନ୍ଦିର ମଧ୍ୟ ଗିରଫ ହୋଇଛି । ଏକ ସଂସ୍ଥାର ଚେୟାରମ୍ୟାନ କହି ଠକେଇ କରୁଥିଲା ରିଙ୍କୁ । ସାଙ୍ଗରେ ପିଏସଓ ଓ ପିଏ ଧରି ପ୍ରୋଟୋକଲରେ ବିଭିନ୍ନ ସ୍ଥାନକୁ ଯାଉଥିଲେ । କେନ୍ଦ୍ର ସରକାରଙ୍କ ବଡ ବଡ ପୋଷ୍ଟରେ ନିଯୁକ୍ତି ଦେବାକୁ କହି ଠକୁଥିଲା । ସ୍ୱରାଷ୍ଟ୍ର ମନ୍ତ୍ରାଳୟ ସହ ଯୋଗାଯୋଗ ପରେ ଜଣାପଡିଲା କହିଲେ ସିପି । ଭୁବନେଶ୍ୱର ମୈତ୍ରୀ ବିହାର ଅଞ୍ଚଳରୁ ଗିରଫ ହୋଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login