The Ultimate Managed Hosting Platform
ADVERTISEMENT

ଶଙ୍କର ପୃଷ୍ଟିକୁ ଛଡାଯିବନି ; ବାବୁ ସିଂ

Facebook
Twitter
LinkedIn

ଭୁବନେଶ୍ୱର : ନିଯୁକ୍ତି ମହାଘୋଟାଲା ନେଇ ବିଜେପି ବିଧାୟକ ବାବୁ ସିଂଙ୍କ ବଡ ବୟାନ । ଶଙ୍କର ପୃଷ୍ଟି ହେଉ କି ସୁବ୍ରତ ଛାଟୋଇ କାହାକୁ ଛଡାଯିବନି କହିଲେ ବାବୁ ସିଂ । ଯେଉଁଠି ଚାଦର ଘୋଡାଇ ହୋଇ ଲୁଚିଲେ ବି ଜମା ଛଡାଯିବନି । ଶଙ୍କର ପୃଷ୍ଟିକୁ ବ୍ରହ୍ମପୁର ଅଫିସ ବିଜେଡି ନେତାଙ୍କ ଘର ନୁହେଁ ତ ? ବିଗତ ଦିନରେ ଅତୀତର ସରକାର ଅମଳରେ ଦୁର୍ନୀତି ବଢିଥିଲା । କେବଳ ଛୋଟ ମାଛ ନୁହେଁ, ବଡ ମାଛଙ୍କ ସମୟ ଆସୁଛି । ସୁବ୍ରତ ଛାଟୋଇଙ୍କୁ ବିଜେଡି ନେତା ଛଡା ଧରି ସୁରକ୍ଷା ଦେଉଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login