ତେଲେଙ୍ଗାନା : ତେଲେଙ୍ଗାନାରେ କାର- ଟ୍ରକ ଧକ୍କା । ଆଜି ସକାଳେ ଘଟିଛି ଏହି ବଡ ଦୁର୍ଘଟଣା । ୪ ଜଣଙ୍କର ଜୀବନ ଯାଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି ।ରଙ୍ଗାରେଡ୍ଡି ଜିଲ୍ଲା ବେଙ୍ଗାଲୁର ଗେଟ ନିକଟରେ ଦୁର୍ଘଟଣା । ଜଣେ ଗୁରୁତର ହସ୍ପିଟାଲରେ ଭର୍ତ୍ତି , ତାଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଆଦିବାଟଲା ଥାନାର ଇନ୍ସପେକ୍ଟର ରାଘବେନ୍ଦ୍ର ରେଡ୍ଡୀ କହିଛନ୍ତି ଯେ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛ ।
Views: 105











