ନୂଆଦିଲ୍ଲୀ : ରାଜସ୍ଥାନ କୋଟାରେ ଆଉ ଜଣେ ଛାତ୍ରଙ୍କ ଆତ୍ମହତ୍ୟା । ନିଟ ପାଇଁ ପ୍ରସ୍ତୁତ ହେଉଥିଲେ ୨୦ ବର୍ଷୀୟ ଛାତ୍ରୀ । ଘରୁ ଝୁଲନ୍ତା ଅବସ୍ଥାରେ ମହମ୍ମଦ ତନଭିରଙ୍କ ମୃତଦେହ ଉଦ୍ଧାର । ମେଡିକାଲ ପାଇଁ କୋଟାରେ ରହି କୋଚିଂ ନେଉଥିଲେ । ମୃତ ଛାତ୍ରଙ୍କ ଘର ଉତ୍ତରପ୍ରଦେଶ ମହାରାଜଗଞ୍ଜରେ । ଚଳିତ ବର୍ଷ ୨୭ ଜଣ ଛାତ୍ରଛାତ୍ରୀ କଲେଣି ଆତ୍ମହତ୍ୟା ।
Views: 72