The Ultimate Managed Hosting Platform
ADVERTISEMENT

ଆଉ ନିର୍ବାଚନ ଲଢିବିନି , ଏଥର ଯୁବପିଢୀଙ୍କୁ ସୁଯୋଗ ଦେବି : ଜୁଏଲ

Facebook
Twitter
LinkedIn

ଭୁବନେଶ୍ୱର : ଆଉ ନିର୍ବାଚନ ଲଢିବିନି କହିଲେ ସୁନ୍ଦରଗଡ ସାଂସଦ ଜୁଏଲ ଓରାମ । ସମ୍ବଲପୁରରେ ଅନୁଷ୍ଠିତ ରୋଜଗାର ମେଳାରେ ଜୁଏଲଙ୍କ ବୟାନ । ଗତ ନିର୍ବାଚନ ବେଳେ ଘୋଷଣା କରିଛି ଏମପି, ଏମଏଲଏ ପାଇଁ ଲଢିବି ନାହିଁ । ୮ ଥର ଜିତିଲିଣି , ଆଉ କେତେଥର ନିର୍ବାଚନ ଲଢିବି । ଆଉ ନିର୍ବାଚନ ଲଢିବିନି ଯୁବପିଢି ପାଇଁ ଛାଡିଦେବି । ମୋ ଜୀବନରେ ପଶ୍ଚାତାପ ବୋଲି କିଛି ଆସିବ ନାହିଁ । ସୂଚନା ଅନୁସାରେ ନିଜ ରାଜନୈତିକ କ୍ୟାରିୟରରେ ଜୁଏଲ୍ ୧୦ ଥର ନିର୍ବାଚନ ଲଢ଼ିଛନ୍ତି । ସେ ୮ ଥର ଏମପି ଏବଂ ୨ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ଗତ ନିର୍ବାଚନ ପ୍ରଚାର ସମୟରେ ଜୁଏଲ ଓରାମ ଆଗାମୀ ଦିନରେ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଥିଲେ । ସେହିପରି ରାହୁଲ ଗାନ୍ଧିଙ୍କ ବକ୍ତବ୍ୟଙ୍କୁ କଡା ନିନ୍ଦା କରିଛନ୍ତି ଜୁଏଲ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login