ନୂଆଦିଲ୍ଲୀ : ସାରା ଦେଶରେ ପ୍ରବଳ ବର୍ଷା । ଫଳରେ ଅନେକ ସହର ଜଳମଗ୍ନ । ନାହିଁ ନ ଥିବାର ସମସ୍ୟା । ଣି ଜମି ଟ୍ରାଫିକ୍ ଜାମ୍, ଭୂସ୍ଖଳନ ଏବଂ ବନ୍ୟା ଭଳି ସମସ୍ୟା । ଏହାର ସର୍ବାଧିକ ପ୍ରଭାବ ଦିଲ୍ଲୀ-ଏନସିଆରରେ ଦେଖିବାକୁ ମିଳୁଛି । ଯାହାକୁ ନେଇ ସହରରେ ପାଣି ଜମା ହେତୁ ଗାଡ଼ି ଚଳାଚଳବନ୍ଦ ହୋଇ ରହିଛି । ଯାହା ଦ୍ବାରା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି । ସୂଚନାନୁଯାୟୀ, ବୁଧବାର ସନ୍ଧ୍ୟାରେ ଦିଲ୍ଲୀ ଏବଂ ଏନସିଆରର ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇଥିଲା । ଯାହା ଫଳରେ ଭାରତ ମଣ୍ଡପମ (ପ୍ରଗତି ମୈଦାନ), ଝିଲମିଲ ଅଣ୍ଡରପାସ୍, କୃଷ୍ଣ ନଗର, ଆଇଟିଓ, ଆଉଟର ରିଙ୍ଗ ରୋଡ୍, କାଲକାଜି, ଆଶ୍ରମ, ୱାଜିରାବାଦ, ଅକ୍ଷରଧାମ ଏବଂ ମଥୁରା ରୋଡ୍ ଭଳି ଅଞ୍ଚଳରେ ପ୍ରବଳ ଜଳାପୂର୍ଣ୍ଣ ଥିଲା । ଅନେକ ସ୍ଥାନରେ ରାସ୍ତାଗୁଡ଼ିକ ଜଳବନ୍ଦୀ ହୋଇ ରହିଥିଲା । ସେହିଭଳି ଭାବରେ ଦିଲ୍ଲୀ ଏନସିଆରର ଅନେକ ସ୍ଥାନରେ ସମାନ ପରିସ୍ଥିତି ଉପୁଜିଥିଲା । ଗୁରୁଗ୍ରାମର ଅନେକ ରାସ୍ତାରେ ପାଣି ଜମିବାରୁ ଟ୍ରାଫିକ ସମସ୍ୟା ଦେଖାଦେଇଥିଲା । ଯେଉଁଥି ପାଇଁ ଆମ୍ବୁଲାନ୍ସ ଯାତାୟତରେ ମଧ୍ୟ ସମସ୍ୟା ଦେଖାଦେଇଥିଲା । ଏହା ବ୍ୟତୀତ ମଧ୍ୟପ୍ରଦେଶ ବିଦିଶାରେ ଲଗାତାର ପ୍ରବଳ ବର୍ଷା ଯୋଗୁଁ ସହରର ଅନେକ ସ୍ଥାନରେ ଜଳବନ୍ଦୀ ହୋଇଛି ।
ସାରା ଦେଶରେ ବର୍ଷାର ତାଣ୍ଡବ , ଉତ୍ତର ପୂର୍ବରେ ବନ୍ୟା ପରିସ୍ଥିତି
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







