April 26, 2024 5:36 am

The Ultimate Managed Hosting Platform
ADVERTISEMENT

Business

କୋଟିପତି ହେଲେ ମତ୍ସ୍ୟଜୀବୀ , ଜାଲରେ ପଡିଲା ଇଲିଶି

ପାରାଦୀପ : କୋଟିପତି ହେଲେ ମତ୍ସଜୀବୀ ଜାଲରେ ପଡିଲା ଇଲିଶି । ବର୍ଷା ଦିନେ ଇଲିଶି ମାଛ ଖାଇବାକୁ ଲୋକେ ଅନେଇ ବସିଥାନ୍ତି । ଜଳବାୟୁ ପରିବର୍ତ୍ତନ ଯୋଗୁ ଏହା ସମ୍ଭବ ହେଲାନି । ହେଲେ ଶୁକ୍ରବାର ଦିନ ଅଦିନରେ ପାରାଦୀପରୁ ମତ୍ସ୍ୟଜୀବୀମାନେ ପ୍ରାୟ କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର ଇଲିଶି ମାଛ ଧରିଛନ୍ତି । ତେବେ ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ବାଲିପ୍ଲଟ୍ ମାଛ ମାର୍କେଟ୍‌ରେ କିଛି ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା । ଗୋଟିଏ …

କୋଟିପତି ହେଲେ ମତ୍ସ୍ୟଜୀବୀ , ଜାଲରେ ପଡିଲା ଇଲିଶି Read More »

ବାଘ ଛାଲ ବେପାରୀଙ୍କ ଡିଲ ବେଳେ ବନବିଭାଗର ଚଢ଼ାଉ; ଜଣେ ଗିରଫ

ଗଜପତି: ରାଜ୍ୟ ସରକାର ବନ୍ୟଜନ୍ତୁ ଶିକାର ଉପରେ ରୁକ୍ ଲାଗାଇଥିବା ବେଳେ, ଅବାଧରେ ଶିକାର କରିବାରେ ଲାଗିଛନ୍ତି ଶିକାରୀମାନେ । ବାଘ ଛାଲ ବିକ୍ରି ପାଇଁ ଡିଲ କରୁଥିବା ସମୟରେ ଅଚାନକ ଚଢ଼ାଉ କରିଥିଲା ବନ ବିଭାଗ । ଏହି ଚଢ଼ାଉରେ ଏକ କଲରାପତ୍ରିଆ ବାଘ ଛାଲ ଜବତ କରିବା ସହ ଏହି ମାମଲାରେ ଜଣକୁ ଗିରଫ କରିଛି ବନ ବିଭାଗ । ଗରଫ ଅଭିଯୁକ୍ତ ଜଣକ ଗଜପତି ଜିଲ୍ଲା ଆର୍‌. ଉଦୟଗିରି ଥାନା ଖମାରି ସାହି …

ବାଘ ଛାଲ ବେପାରୀଙ୍କ ଡିଲ ବେଳେ ବନବିଭାଗର ଚଢ଼ାଉ; ଜଣେ ଗିରଫ Read More »

ଉଦ୍ଧାର ହେଲା ଜୀବନ୍ତ ବଜ୍ରକାପ୍ତା; ୨ ଗିରଫ୍‌

କୋରାପୁଟ: ଉଦ୍ଧାର ହେଲା ଜୀବନ୍ଦ ବଜ୍ରକାପ୍ତା । ଏହି ମାମଲାରେ ସାମିଲ ଥିବା ୨ଜଣ ବେପାରୀଙ୍କୁ ଗିରଫ କରାଯାଇଛି । ବିକ୍ରି କରିବାକୁ ମୁଲଚାଲ ଜାଲୁଥିବା ବେଳେ ଏସ୍‌ଟିଏଫ୍ ହାତରେ ଧରାପଡ଼ିଲେ ଏହି ଦୁଇ ବେପାରୀ । କୋରାପୁଟ ଜିଲ୍ଲା ବୋରିଗୁମ୍ମା ବାଇପାସ୍ ନିକଟରେ ବନବିଭାଗ ଅଧିକାରୀଙ୍କ ସହୟତାରେ ଚଢ଼ାଉ କରିଥିଲା ଏସ୍‌ଟିଏଫ୍ ଟିମ୍ । ଗିରଫ ହୋଇଥିବା ଦୁଇ ବେପାରି ହେଲେ ମାଧ ପରିଜା ଓ ଜଗବନ୍ଧୁ ପରିଜା । ଏହି ଦୁଇ ଅଭିଯୁକ୍ତଙ୍କ ବିରୋଧରେ …

ଉଦ୍ଧାର ହେଲା ଜୀବନ୍ତ ବଜ୍ରକାପ୍ତା; ୨ ଗିରଫ୍‌ Read More »

କଟକରେ ପୁଣି ନକଲି କାରବାର ; ଏଥର ଧରା ପଡ଼ିଲା ନକଲି ସିମେଣ୍ଟ କାରଖାନା, ୪ ଟି ବ୍ରାଣ୍ଡର ସିମେଣ୍ଟ ପ୍ରସ୍ତୁତ ହେଉଥିଲା

କଟକ: ସିଲଭର ସିଟି କଟକ ଏବେ ଭେଜାଲ ବା ନକଲି କାରବାରର ପେଣ୍ଠ ସ୍ଥଳି ପାଲଟିଛି । ଦିନକୁ ଦିନ ବିଭିନ୍ନ ପ୍ରକାର ନକଲି ସାମଗ୍ରୀର ବ୍ୟବସାୟ ହେଇଥିବା ଏଠାରେ ଦେଖିବାକୁ ମିଳୁଛି । ପ୍ରଥମେ ଘିଅ, ଖାଇବା ତେଲ, ଜର୍ଦା ଓ ସସ୍ ପରେ ଆଜି ନକଲି ସିମେଣ୍ଟ ଗୋଦାମରେ ଚଢ଼ାଉ ହୋଇଛି । କଟକ ପୀର ବଜାର ଚମ୍ପତ୍ତି ଠାରେ ଏହି ନକଲି ସିମେଣ୍ଟ କାରଖାନା ରହିଛି । ଏହି ନକଲି କାରଖାନା ବାବଦରେ …

କଟକରେ ପୁଣି ନକଲି କାରବାର ; ଏଥର ଧରା ପଡ଼ିଲା ନକଲି ସିମେଣ୍ଟ କାରଖାନା, ୪ ଟି ବ୍ରାଣ୍ଡର ସିମେଣ୍ଟ ପ୍ରସ୍ତୁତ ହେଉଥିଲା Read More »

Login