ନୂଆଦିଲ୍ଲୀ : ଗୁରୁବାର ଦିନ ଅରୁଣାଚଳ ପ୍ରଦେଶରେ ଏକ ବଡ଼ ଧରଣର ଭୂସ୍ଖଳନ ଘଟିଛି। ଚୀନ୍ର ସୀମାକୁ ସଂଯୋଗ କରୁଥିବା ଏକ ରାଜପଥରେ ଏହି ଭୂସ୍ଖଳନ ହୋଇଥିବା ସୂଚନା ରହିଛି। ଏହା ହେଉଛି ଏକମାତ୍ର ମାର୍ଗ ଯାହାକି ଦିଭଙ୍ଗ ଉପତ୍ୟାକା ଜିଲ୍ଲାକୁ ବାକି ଭାରତ ସହିତ ସଂଯୋଗ କରୁଛି। ମିଳିଥିବା ସୂଚନା ଅନୁଯାୟୀ, ହୁନଲି ଏବଂ ଅନିନୀ ମଧ୍ୟରେ ଥିବା ଅନିନୀ ରାଜପଥରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହି ଘଟଣାରେ ଅରୁଣାଚଳ ପ୍ରଧାନମନ୍ତ୍ରୀ ପେମା ଖଣ୍ଡୁ ଉଦ୍ବେଗ ପ୍ରକାଶ କରିଛନ୍ତି।
Views: 83











