The Ultimate Managed Hosting Platform
ADVERTISEMENT

ଶିବସେନାରେ ମିଶିଲେ ଅଭିନେତା ଗୋବିନ୍ଦା

Facebook
Twitter
LinkedIn

ମୁମ୍ବାଇ : ବଲିଉଡ ଅଭିନେତା ଗୋବିନ୍ଦାଙ୍କୁ ନେଇ କିଛି ବଡ ଖବର ସାମ୍ନାକୁ ଆସିଛି । ସେ ଲୋକସଭା ନିର୍ବାଚନ ଲଢିପାରନ୍ତି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପାର୍ଟି ଶିବସନୋରେ ଯୋଗଦେବା ପରେ ଏଭଳି କିଛି ଚର୍ଚ୍ଚା ଏବେ ଜୋର ଧରିଛି । ସୂଚନା ମୁତାବକ ଗୋବିନ୍ଦାଙ୍କୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପାର୍ଟି ଶିବସେନା (ସିନ୍ଦେ ଗୋଷ୍ଠୀ)ରୁ ଟିକେଟ ମିଳିପାରେ । ସେ ଅଜି ଏକନାଥ ସିନ୍ଦେଙ୍କ ଉପସ୍ଥିତିରେ ପାର୍ଟିରେ ଯୋଗ ଦେଇଛନ୍ତି । ସିନ୍ଦେଙ୍କ ପାର୍ଟି ଗୋବିନ୍ଦାଙ୍କୁ ମୁମ୍ବାଇ ନର୍ଥ-ଇଷ୍ଟ ଲୋକସଭା ଆସନ ପାଇଁ ଟିକେଟ ଦେଇପାରେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ସ୍ୱାମୀଙ୍କ ଅନୁପସ୍ଥିତିରେ ମହିଳାଙ୍କୁ ଦୁଷ୍କର୍ମ କଲେ ଘର ମାଲିକ

ହାଇଦ୍ରାବାଦରେ ଓଡିଆ ଶିକ୍ଷୟତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ !

ହାଇଦ୍ରାବାଦ : ହାଇଦ୍ରାବାଦର କୋମପାଲିରେ ଓଡିଆ ଶିକ୍ଷୟତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ । ସ୍ୱାମୀ ଓଡିଶା ଆସିଥିବା ବେଳେ ଦୁଷ୍କର୍ମ ପରେ ହତ୍ୟା କରିଥିବା ଅଭିଯୋଗ...

Login