April 27, 2024 3:01 pm

The Ultimate Managed Hosting Platform
ADVERTISEMENT

୩୧ ଯାଏଁ ବଢ଼ିଲା ସିୟୁଇଟି-ୟୁଜି ଆବେଦନ ଅବଧି

Facebook
Twitter
LinkedIn

ଭୁବନେଶ୍ୱର: ୩୧ ଯାଏଁ ବଢ଼ିଲା ସିୟୁଇଟି-ୟୁଜି ଆବେଦନ ଅବଧି । ସ୍ନାତକ ପଢ଼଼ିବା ପାଇଁ କମନ୍ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ(ସିୟୁଇଟି-ୟୁଜି) ପରୀକ୍ଷାର ଆବେଦନ ଅବଧି ବୃଦ୍ଧି ହୋଇଛି। ଆଗ୍ରହୀ ଛାତ୍ରଛାତ୍ରୀମାନେ ଆସନ୍ତା ୩୧ ତାରିଖ ରାତି ୯.୫୦ ପର୍ୟ୍ୟନ୍ତ ଆବେଦନ କରି ପାରିବେ। ସେହିପରି ଏପ୍ରିଲ ୨ ଓ ୩ ତାରିଖରେ ଆବେଦନକାରୀମାନେ ଆବେଦନ ଫର୍ମରେ ସଂଶୋଧନ କରିପାରିବେ। ଆବେଦନକାରୀଙ୍କ ପକ୍ଷରୁ ଅନୁରୋଧ ପାଇବା ପରେ ଆବେଦନ ଅବଧି ବୃଦ୍ଧି କରାଯାଇଥିବା ପରୀକ୍ଷା ସଞ୍ଚାଳନ କରୁଥିବା ନେସନାଲ୍ ଟେଷ୍ଟିଂ ଏଜେନ୍ସି(ଏନ୍ଟିଏ) ପକ୍ଷରୁ ପ୍ରକାଶ ପାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଆଜିଠୁ ପ୍ରବଳ ଖରା : ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ତାପମାତ୍ରା

୪ ଦିନ ହେଭି ୱେଟ !

ଭୁବନେଶ୍ୱର : ରାଜ୍ୟରେ ଆହୁରି ୪ ଦିନ ଲାଗି ରହିବ ହିଟ୍ ୱେଭ ସ୍ଥିତି । ହିଟ୍ ୱେଭ ନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ ସୂଚନା...

Login