The Ultimate Managed Hosting Platform
ADVERTISEMENT

ଭିଣୋଇର ଜୀବନ ନେଇଗଲା ଶଳା

Facebook
Twitter
LinkedIn

ରାଜଗାଙ୍ଗପୁର :ଶଳାର ଛୁରାମାଡରେ ଚାଲିଗଲା ଭିଣୋଇର ଜୀବନ । ଜୋରୁମାଲ ପଞ୍ଚାୟତ ଟୁଙ୍ଗୁରୁଟୋଲି ଗାଁ ରାସ୍ତାରେ ଆକ୍ରମଣ କରିଛି ଶଳା । ତେବେ ଆକ୍ରମଣର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି । ଏହି ଘଟଣା ପରେ ପରିବାରରେ ଶୋକର ଛାୟା ଖେଳି ଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login