ନୂଆଦିଲ୍ଲୀ : ରୁଷିଆରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ । କାମଚଟକା ଦ୍ୱୀପରେ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୭.୩ । ଏଯାବତ କୈାଣସି କ୍ଷୟକ୍ଷତି ସୂଚନା ମିଳିନି । ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓସାଇନସ ପକ୍ଷରୁ ଭୂମିକମ୍ପ ନେଇ ସୂଚନା ଦିଆଯାଇଛି । କାମଚକଟା ଦ୍ବୀପରେ ମାସେ ପୂର୍ବରୁ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା । ଏହି ଭୂମିକମ୍ପର ତୀବ୍ରତା ୮.୮ ଥିଲା । ଏବେ ପୁଣି କାମଚଟକାର ପୂର୍ବ ଉପକୂଳରେ ବଡ଼ ଭୂକମ୍ପ ଅନୁଭୂତ ହୋଇଛି । ଏଥିଯୋଗୁ ସୁନାମୀ ଚେତାବନୀ ଦିଆଯାଇଛି ।
Views: 40