The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ବିମାନବନ୍ଦରରୁ ଭିଭିଆଇପି ଗେଟ୍ ଦେଇ ବାହାରିବେ ଖେଳାଳି, ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଡିସିପି

Facebook
Twitter
LinkedIn

ଭୁବନେଶ୍ୱର : ବାରବାଟୀରେ ଟି-ଟ୍ବେଣ୍ଟି ପ୍ରସ୍ତୁତି । ବିମାନବନ୍ଦର କାର୍ଗୋ ଗେଟ୍ ଦେଇ ଆସିବେ ନାହିଁ ଖେଳାଳି । ପ୍ରଥମ ଥର ପାଇଁ ଏୟାରପୋର୍ଟର ଭିଭିଆଇପି ଗେଟ୍ ଦେଇ ବାହାରିବେ ଖେଳାଳି ।

ସୂଚନା ଅନୁଯାୟୀ, ପୂର୍ବରୁ କର୍ଗୋ ଗେଟ୍ ଦେଇ ବାହାରିଥିଲେ ଖେଳାଳି । କିନ୍ତୁ ଏବେ ଭିଭିଆଇପି ଗେଟ୍ ଦେଇ ଖେଳାଳିମାନେ ବାହାରକୁ ବାହାରିବେ ଖେଳାଳି । ଲୋକଙ୍କ ଗହଳିକୁ ଦୃଷ୍ଟିରେ ରଖି ବ୍ୟାରିକେଟ୍ ବ୍ୟବସ୍ଥା କରାଯିବ । ଏନେଇ ଆଜି ଭୁବନେଶ୍ୱର ଡିସିପି ଓ ସିଆଇ ଏସ ଏଫ୍ ପକ୍ଷରୁ ଏୟାରପୋର୍ଟରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଇଛି । ସେହିପରି ଭିଭିଆଇପି ଗେଟ୍ ଭିତରେ ସିଆଇଏସଏଫ ଓ ବାହାରେ କମିଶନରେଟ ପୋଲିସର ଅଧିକାରୀମାନେ ମୁତୟନ ରହିବେ । ଲଗାତର ଭାବେ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିବେ ସୁରକ୍ଷାକର୍ମୀ ।

ସୂଚନା ଅନୁଯାୟୀ, ଆସନ୍ତା ୧୦ ତାରିଖରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ସିରିଜର ୨ୟ ମ୍ୟାଚ୍ ଖେଳାଯିବ । ଏହା ପୂର୍ବରୁ ସମସ୍ତ ପ୍ରସ୍ତୁତି ଶେଷ ପର‌୍ୟ୍ୟାୟରେ ପହଞ୍ଚିସାରିଛି । ତେବେ ଆଜି କାଉଣ୍ଟରରେ ଟିକେଟ୍ ବିକ୍ରି ଚାଲିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ୟୁପି : ଉତ୍ତରପ୍ରଦେଶର ଫର୍ରୁଖାବାଦ୍ ଜିଲ୍ଲାରେ ଟଳିଲା ବଡ଼ ବିମାନ ଦୁର୍ଘଟଣା । କୋତୱାଲି ମହମ୍ମଦାବାଦ ଏୟାରଷ୍ଟ୍ରିପରେ ଉଡ଼ାଣ ଭରିବା ସମୟରେ ଏକ ଘରୋଇ ଜେଟ୍ ନିୟନ୍ତ୍ରଣ...

ADVERTISEMENT
ଐତିହାସିକ କଟକ ବାଲିଯାତ୍ରାକୁ ମିଳିଲା ଜାତୀୟ ମାନ୍ୟତା

ଉପର ପଡିଆରେ ହେବ ବାଲିଯାତ୍ରା , ଲୋକଙ୍କ ଭାବାବେଗ ଓ ପରମ୍ପରାକୁ ଦେଖି ଗ୍ରହଣ କଲେ ହାଇକୋର୍ଟ

କଟକ : ଉପର ପଡିଆରେ ହେବ ଐତିହାସିକ ବାଲିଯାତ୍ରା । ଏ ନେଇ ହାଇକୋର୍ଟଙ୍କୁ ସତ୍ୟପାଠ ଦେଲା ଜିଲ୍ଲା ପ୍ରଶାସନ । ଲୋକଙ୍କ ଭାବାବେଗ ଓ ପରମ୍ପରାକୁ...

Login