The Ultimate Managed Hosting Platform
ADVERTISEMENT

ବାପାଙ୍କୁ ହରାଇଲେ ଅଭିନେତା ରାଜପାଲ

Facebook
Twitter
LinkedIn

ମୁମ୍ବାଇ : ବାପାଙ୍କୁ ହରାଇଲେ ଅଭିନେତା ରାଜପାଲ । ରାଜପାଲ ଯାଦବଙ୍କ ବାପା ନୌରଙ୍ଗ ଯାଦବ କିଛି ଦିନ ଧରି ଅସୁସ୍ଥ ଥିଲେ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହେବା ପରେ, ତାଙ୍କୁ ଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇଥିଲା। ଏଠାରେ ଚିକିତ୍ସା ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି। ବାପାଙ୍କ ଦେହାନ୍ତ ହେବା ସମୟରେ ରାଜପାଲ ଯାଦବ ଥାଇଲ୍ୟାଣ୍ଡରେ ଥିଲେ। ଯେତେବେଳେ ସେ ତାଙ୍କ ପିତାଙ୍କ ଅସୁସ୍ଥତା ବିଷୟରେ ଜାଣିଲେ, ସେ ତୁରନ୍ତ ଥାଇଲ୍ୟାଣ୍ଡରୁ ଦିଲ୍ଲୀ ଆସିଥିଲେ ବୋଲି କୁହାଯାଉଛି।ରାଜପାଲ ଯାଦବଙ୍କ ବାପାଙ୍କ ଦେହାନ୍ତ ପରେ ବଲିଉଡ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login