ମୁମ୍ବାଇ : ବଲିଉଡର “ଭାଇଜାନ” ସଲମାନ ଖାନ ଆଜି ତାଙ୍କର ୬୦ ଜନ୍ମଦିନ ପାଳନ କରିଛନ୍ତି । ସଲମାନ ଖାନ, ନାମଟି ହିଁ ଯଥେଷ୍ଟ । ସଲମାନ ଖାନଙ୍କ ନାମ ଶୁଣିଲେ ଅନେକ କଥା ମନକୁ ଆସେ । ସଲମାନ ହିନ୍ଦୀ ସିନେମାର ସବୁଠାରୁ ସଫଳ ସୁପରଷ୍ଟାରମାନଙ୍କ ମଧ୍ୟରୁ ଜଣେ । ଦବଙ୍ଗ ଖାନ ଡିସେମ୍ବର ୨୭ ତାରିଖରେ ତାଙ୍କର ୬୦ତମ ଜନ୍ମଦିନ ପାଳନ କରୁଛନ୍ତି ।ସଲମାନଙ୍କ ପାଖରେ ଲଗଜରୀ ଜିବନଯାପନ କରିବା ପାଇଁ ଯଥେଷ୍ଟ ଟଙ୍କା ଅଛି । ସବୁ କିଛି ଥିବା ସତ୍ତ୍ବେ, ସେ ତାଙ୍କ ବ୍ୟକ୍ତଗତ ଜୀବନରେ ଟିକେ ଏକାକୀ ଅନୁଭବ କରନ୍ତି । ତାଙ୍କ ଇଣ୍ଡଷ୍ଟିରେ ଅନେକ ଆଫେୟାର ରହିଛି, ଏପରିକି ବିବାହ ପର୍ୟ୍ ନ୍ତ ପହଞ୍ଚିଛି, କିନ୍ତୁ ସେସବୁ କିଛି ହୋଇପାରିଲା ନାହିଁ । ବିବାହ ନକରିବା ପାଇଁ ସଲମାନଙ୍କ କୌଣସି ଦୁଃଖ ନାହିଁ । ହେଲେ, ସେ ପିତା ହେବାକୁ ଇଚ୍ଛା କରନ୍ତି । ତାଙ୍କ ଭଣଜା ଅରହାନ ଖାନଙ୍କ ସହିତ ଏକ ପଡକାଷ୍ଟରେ, ସେ ବିଲାକୁ ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ସଲମାନ ଜଣେ ପିତା ହେବାକୁ ଏବଂ ତାଙ୍କ ପିଲାକୁ ଭଲ ଭାବରେ ପାଳନ କରିବାକୁ ଚାହାଁନ୍ତି, କିନ୍ତୁ ସେହି ଦିନକୁ ସମସ୍ତଙ୍କ ଅପେକ୍ଷା ।
୬୦ ବର୍ଷରେ ପାଦ ଥାପିଲେ ସଲମାନ ଖାନ
Facebook
Twitter
LinkedIn
Facebook
Twitter
LinkedIn
Recent News
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...
Intrigue_certaine_et_défis_majeurs_avec_casino_spinania_pour_parieurs_audacieux
Intrigue certaine et défis majeurs avec casino spinania pour parieurs audacieuxL’Évolution des Jeux de Casino en LigneL'Impact des Nouvelles Technologies...
Detailed_guidance_on_navigating_arionplay_gcash_login_for_seamless_transactions
Detailed guidance on navigating arionplay gcash login for seamless transactionsUnderstanding the Arionplay and GCash ConnectionThe Importance of Account SecurityStep-by-Step Guide...







