The Ultimate Managed Hosting Platform
ADVERTISEMENT

ଆମେରିକା ଛାଡିବେ ୧୮ ହଜାର ଭାରତୀୟ

Facebook
Twitter
LinkedIn

ୱାଶିଂଟନ : ବେଆଇନ ପ୍ରବାସୀ ମାମଲାରେ ପ୍ରବାସୀଙ୍କ ମାମଲାରେ ଭାରତର ଆଭିମୁଖ୍ୟ ସ୍ଥିର ଏବଂ ନୀତିଗତ ରହିଛି। ବେଆଇନ ଭାବେ ଆମେରିକାରେ ରହୁଥିବା ଭାରତୀୟଙ୍କୁ ଫେରାଇ ନେବାକୁ ଦେଶ ପ୍ରସ୍ତୁତ ଅଛି। ତେବେ ସେମାନେ ଭାରତୀୟ ନାଗରିକ ହୋଇଥିବା ସ୍ପଷ୍ଟ ହେବା ଦରକାର। ଆମେରିକା ଗସ୍ତରେ ଥିବା ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ବୁଧବାର ଏହି ମନ୍ତବ୍ୟ ଦେଇଛନ୍ତି। ସେ ଏହି ମାମଲାରେ ଆମେରିକା ବିଦେଶମନ୍ତ୍ରୀ ମାର୍କୋ ରୁବିୟୋଙ୍କ ସହ କଥା ହୋଇଛନ୍ତି। ଏହା ପରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ବେଆଇନ ପ୍ରବାସୀଙ୍କୁ ଭାରତ ତୀବ୍ର ବିରୋଧ କରୁଛି। ଏହା ଦେଶର ଛବିକୁ ଖରାପ କରୁଛି। କାରଣ ଏହା ଦ୍ବାରା ବେଆଇନ କାର୍ୟ୍ୟକଳାପ ବୃଦ୍ଧି ପାଉଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login