ନୂଆଦିଲ୍ଲୀ : ଚାଷୀ ଆନେ୍ଦାଳନକୁ ନଜରରେ ରଖି ଦିଲ୍ଲୀରେ ସମାବେଶ କଟକଣା । ମାର୍ଚ୍ଚ ୧୨ ଯାଏଁ ଦିଲ୍ଲୀରେ ବଡ ଧରଣର ସମାବେଶ ଉପରେ ରୋକ । ରାଜଧାନୀ ଭିତରକୁ ଟ୍ରାକ୍ଟର ପ୍ରବେଶ ମନା କହିଲେ ଦିଲ୍ଲୀ କମିଶନର । ପିସ୍ତଲ, ଜ୍ୱଳନଶୀଳ ପଦାର୍ଥ , ଅସ୍ତ୍ରଶସ୍ତ୍ର ଉପରେ ବି କଟକଣା । ଇଟା, ପଥର, ପେଟ୍ରୋଲ ବୋମା , ସୋଡା ବୋତଲ ଉପରେ ନଜର ରହିବ । ମଙ୍ଗଳବାରଠାରୁ ଚାଷୀଙ୍କ ଆନେ୍ଦାଳନକୁ ଦୃଷ୍ଟିରେ ରଖି କଟକଣା । ପ୍ରାୟ ୨୦ ହଜାର ଚାଷୀ ଦିଲ୍ଲୀକୁ ଆସିବାକୁ ଯୋଜନା କରୁଥିବା ସୂଚନା ।
Views: 71











