ଉମରକୋଟ: ଘର ଭିତରେ ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଠାବ ।ବୁର୍ଜା ପମ୍ପ ହାଉସ ଫ୍ୟାନରେ ଗୋଟିଏ ଦଉଡିରେ ଝୁଲିଛି ମୃତଦେହ । ମୃତ ଯୁବକ ପମ୍ପ ହାଉସରେ ଠିକା କର୍ମଚାରୀ ଥିବା ବେଳେ ଯୁବତୀ ପାଖ ଗାଁର ହୋଇଥିବା ସୂଚନା ମିଳିଛି ।ବିବାହ ପାଇଁ ସ୍ୱୀକୃତି ନ ମିଳିବା ଭୟରେ ଜୀବନ ହାରିଥିବା ସୂଚନା । ଉମରକୋଟ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।
Views: 91











