The Ultimate Managed Hosting Platform
ADVERTISEMENT

ତ୍ୱଚା ପାଇଁ ଲାଭଦାୟକ କଦଳୀ ଚୋପା

Facebook
Twitter
LinkedIn

ବ୍ୟୁରୋ ; ସ୍କିନ୍ କେୟାର କରିବା ନିହାତି ଜରୁରୀ । ଯଦି ଆପଣ ଥଣ୍ଡାରେ ହେଉଥିବା ସ୍କିନ ସମ୍ବନ୍ଧିତ ସମସ୍ୟାକୁ ଭାବି ଭାବି ଚିନ୍ତିତ ହେଉଛନ୍ତି ତେବେ ଆପଣଙ୍କୁ ଏହା ପାଇଁ ଚିନ୍ତିତ ହେବା ଆବଶ୍ୟକ ନାହିଁ । କାରଣ ଏହି ସମସ୍ୟାକୁ ଦୂର କରିବା ପାଇଁ ଆପଣଙ୍କୁ କେବଳ କିଛି ଘରୋଇ ଜିନିଷର ବ୍ୟବହାର କରିବାକୁ ପଡିବ । କିଛି ଘରୋଇ ଜିନିଷରେ ତିଆରି ଫେସ୍ ପ୍ରଡକ୍ଟ ଆପଣଙ୍କ ସ୍କିନକୁ ନରମ ଏବଂ ଚମକଦାର କରିଥାଏ । ଯାହା ଆପଣଙ୍କ ସ୍କିନକୁ ଭଲ ରଖିବାରେ ସାହାଯ୍ୟ କରିଥାଏ । ତେବେ ଆସନ୍ତୁ କେଉଁ କେଉଁ ସମସ୍ୟାକୁ ଦୂର କରିଥାଏ ଜାଣିବା । କଦଳୀ ଚୋପାରେ ଉପଯୁକ୍ତ ପରିମାଣରେ ଭିଟାମିନ୍ ଥିବା କାରଣରୁ ମୁ୍ହଁରେ ପଡୁଥିବା ଭାଙ୍ଗକୁ ଦୂର କରିଥାଏ । ଏହା ସହିତ ନରମ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ । କଦଳୀ ଖାଇ ସାରିବା ପରେ ତା’ର ଚୋପାକୁ ମୁହଁରେ ଘଷିବା ଦ୍ବାରା କଳା ଦାଗ ହ୍ରାସ ପାଇଥାଏ । ବ୍ରଣ ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଥିଲେ କଦଳୀ ଚୋପାର ବ୍ୟବହାର କରିବା ଆବଶ୍ୟକ । ଏଥିରେ ଆଣ୍ଟିଅକ୍ସିଡେଣ୍ଟ ଏବଂ ଆଣ୍ଟିବ୍ୟାକ୍ଟେରିଆ ଗୁଣ କାରଣରୁ ମୁହଁରେ ହେଉଥିବା ବ୍ରଣ ସମସ୍ୟାକୁ ହ୍ରାସ କରିଥାଏ । ଏହା ସହିତ ଚମକଦାର ତ୍ବଚା ଦେଇଥାଏ । ଯେଉଁମାନଙ୍କ ସ୍କିନରେ କୁଣ୍ଡେଇ ହେବା ଭଳି ସମସ୍ୟା ଦେଖା ଦେଉଛି, ତେବେ କଦଳୀ ଚୋପାକୁ ବ୍ୟବହାର କରନ୍ତୁ । ଏଥିରେ ଆଣ୍ଟି-ଇଫ୍ଲୋମେଟରୀ ଗୁଣ ଥିବାରୁ ଏଭଳି ସମସ୍ୟାରୁ ମୁକ୍ତି ଦେଇଥାଏ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login