The Ultimate Managed Hosting Platform
ADVERTISEMENT

ଜୁନ ମାସରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା : ଆଇଏମଡି ଡିଜି

Facebook
Twitter
LinkedIn

ଭୁବନେଶ୍ୱର : ମୈାସୁମୀ ବର୍ଷା ନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା । ଜୁନରୁ ସେପ୍ଟେମ୍ବର ମଧ୍ୟରେ ମୈାସୁମୀ ବର୍ଷା ନେଇ ପୂର୍ବାନୁମାନ । ମୋଟାମୋଟି ଭାବେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ନେଇ ଦେଲେ ସୂଚନା । ଜୁନ ମାସରେ ଅଧିକ ବର୍ଷା ନେଇ ପୂର୍ବାନୁମାନ । ଜୁନ ମାସରେ ୧୦୬ ପ୍ରତିଶତ ବର୍ଷା ହେବା ନେଇ ପୂର୍ବାନୁମାନ । ପ୍ରାକ ମୈାସୁମୀ ବର୍ଷା ନେଇ ପୂର୍ବାନୁମାନ । ମେ ମାସରେ ଦେଶରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଛି । ଉତ୍ତରପୂର୍ବାଞ୍ଚଳ ରାଜ୍ୟକୁ ଛାଡି ଅନ୍ୟ ସ୍ଥାନରେ ଅଧିକ ବର୍ଷା ହୋଇଛି । କେରଳକୁ ୮ ଦିନ ଆଗୁଆ ମୈାସୁମୀ ପ୍ରବେଶ କରିଛି । ଦକ୍ଷିଣ ଭାରତ ଓ ମହାରାଷ୍ଟ୍ରରରେ ମୈାସୁମୀ ଆଗୁଆ ପ୍ରବେଶ କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login