The Ultimate Managed Hosting Platform
ADVERTISEMENT

ଡବଲ ଡେକର ବସରେ ନିଆଁ , ୫ ଯାତ୍ରୀ ଦୀବନ୍ତ ଦଗ୍ଧ

Facebook
Twitter
LinkedIn

ୟୁପି : ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଏକ ମର୍ମନ୍ତୁଦ ଦୁର୍ଘଟଣା । ମୋହନଲାଲଗଞ୍ଜ ଅଞ୍ଚଳରେ, ଦିଲ୍ଲୀରୁ ବିହାର ଯାଉଥିବା ଏକ ସ୍ଲିପର ବସ୍ରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ୫ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସୂଚନା ମୁତାବକ, ବସ୍ରେ ଯାତ୍ରା ପ୍ରାୟ ୬୦ ଜଣ ଯାତ୍ରୀ ରହିଥିଲେ । ତେବେ ଦୁର୍ଘଟଣା ପରେ ଡ୍ରାଇଭର କାଚ ଭାଙ୍ଗି ବସରୁ ଫେରାର୍ ହୋଇଯାଇଛି । ମାତ୍ର ୧୦ମିନିଟ୍ ମଧ୍ୟରେ ବସ୍ ଟି ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଗଲା । ଲକ୍ଷ୍ନୌର ମୋହନଲାଲଗଞ୍ଜ ଅଞ୍ଚଳର କିଷାନ ପଥ ଉପରେ ଏହି ଘଟଣା ଘଟିଥିଲା । ଦିଲ୍ଲୀରୁ ବିହାର ଯାଉଥିବା ଏକ ଘରୋଇ ସ୍ଲିପର ବସ୍ ହଠାତ୍ ନିଆଁ ଲାଗିଯାଇଥିଲା । ଅଧିକାଂଶ ଯାତ୍ରୀ ଗଭୀର ନିଦରେ ଶୋଇଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ନିଆଁ ପ୍ରକୋପରେ ମାତ୍ର ୧୦ ମିନିଟ୍ ମଧ୍ୟରେ ସମ୍ପୂର୍ଣ୍ଣ ବସ୍ଟି ଜଳି ପାଉଁଶ ହୋଇଯାଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଏବଂ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଅଳକନନ୍ଦା ନଦୀର ଜଳସ୍ତର ବୃଦ୍ଧି ପାଇଛି । ତଥାପି, ନଦୀ ଏବେ ବି...

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ସର୍ଭାଇକଲ ଆର୍ଥ୍ରାଇଟିସ ସର୍ଜରୀ ପରେ ସଂପୂର୍ଣ୍ଣ ସୁସ୍ଥ ହୋଇ ହସପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ । ସୁସ୍ଥ ହେବା ସହ ସ୍ବାଭାବିକ ଚଲାବୁଲା...

ADVERTISEMENT

Login