The Ultimate Managed Hosting Platform
ADVERTISEMENT

ଟି-୨୦ ଅଲରାଉଣ୍ଡରରେ ନମ୍ବର ୱାନ ହାର୍ଦ୍ଦିକ ପାଣ୍ଡ୍ୟା

Facebook
Twitter
LinkedIn

ନୂଆଦିଲ୍ଲୀ : ଆସିଲା ଆଇସିସିର ନୂଆ ର୍ୟାକିଂ ତାଲିକା । ତାଲିକାରେ ଭାରତୀୟ ଖେଳାଳିଙ୍କୁ ମିଳିଛି ବଡ ସଫଳତା । ଭାରତର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଟି-୨୦ ଅଲରାଉଣ୍ଡର ର୍ୟାଙ୍କିଙ୍ଗର ପ୍ରଥମ ସ୍ଥାନ ଅକ୍ତିଆର କରିଛନ୍ତି । ଯୁବ ଖେଳାଳି ତିଲକ ବର୍ଲା ଟପ-୧୦ରେ ଏଣ୍ଟ୍ରି ମାରିଛନ୍ତି । ନେପାଳର ଦୀପେନ୍ଦ୍ର ସିଂଙ୍କୁ ହଟେଇ ଅଲରାଉଣ୍ଡର ରାଙ୍କିଙ୍ଗର ପ୍ରଥମ ସ୍ଥାନ ଅକ୍ତିଆର କରିଛନ୍ତି ହାର୍ଦ୍ଦିକ । ଟି-୨୦ ବ୍ୟାଟିଂ ତାଲିକାରେ ଏକ ନମ୍ବର ସ୍ଥାନରେ ଅଛନ୍ତି ଦୁର୍ଦ୍ଦଷ ବ୍ୟାଟ୍ସ ମ୍ୟାନ ଟ୍ରାଭିସ ହେଡ । ଦ୍ୱିତୀୟ ସ୍ଥାନରେ ଫିଲ୍ ସଲ୍ଟ ଥିବାବେଳେ ତୃତୀୟରେ ତିଲକ ବର୍ମା ଏବଂ ଚତୁର୍ଥରେ ରହିଛନ୍ତି ସୂରୟ କୁମାର ଯାଦବ । ୮ମ ସ୍ଥାନରେ ରହିଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ ଯଶସ୍ୱୀ ଜୟସୱାଲ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login