The Ultimate Managed Hosting Platform
ADVERTISEMENT

୨୪ ଘଣ୍ଟା ଖୋଲା ରହିବ ନିରାମୟ

Facebook
Twitter
LinkedIn

ଭୁବନେଶ୍ୱର : ସରକାରୀ ହସ୍ପିଟାଲରେ ରୋଗୀଙ୍କ ପାଇଁ ୨୪ ଘଣ୍ଟିଆ ଖୋଲା ରହିବ ନିରାମୟ ଔଷଧ କେନ୍ଦ୍ର । ଏଥିରେ ଖିଲାପ ହେଲେ ହେବ କାର୍ଯ୍ୟାନୁଷ୍ଠାନ । ଏଭଳି କହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ ମହା୍ରପାତ୍ର । ଖିଲାପ ନ ହେବା ପାଇଁ ଗଠନ ହୋଇଛି ସ୍କ୍ୱାର୍ଡ । ଅଧିକାରୀ ଅଚାନକ ନିରାମୟ ପରିଦର୍ଶନ କରିବେ । ନିରାମୟ ଖୋଲା ନ ଥିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login