The Ultimate Managed Hosting Platform
ADVERTISEMENT

ଭାରତ ଆସିବେ ଷ୍ଟାର ଫୁଟବଲର ମେସି, କେରଳରେ ଖେଳିବେ

Facebook
Twitter
LinkedIn

ନୂଆଦିଲ୍ଲୀ : ଭାରତୀୟ ଫୁଟବଲରଙ୍କ ପାଇଁ ଖୁସି ଖବର । ଭାରତ ଆସିବେ ଆର୍ଜେଣ୍ଟିନା ଫୁଟବଲ ଟିମ ଏବଂ ଦଳର ଷ୍ଟାର ଖେଳାଳି ଲିଓନେଲ ମେସ । ୨୦୨୫ରେ ଭାରତ ଆସିବ ଆର୍ଜେଣ୍ଟିନା । କେରଳର କ୍ରୀଡା ମନ୍ତ୍ରୀ ଭି ଅବ୍ଦୁରାହୀମାନ ଏ ନେଇ ସୂଚନା ଦେଇଛନ୍ତି । ଲିଓନେଲ ମେସିଙ୍କ ନେତୃତ୍ୱରେ ଆର୍ଜେଣ୍ଟିନା ଫଉଟବଲ ଦଳ ଆସନ୍ତାବର୍ଷ ଏକ ଅନ୍ତର୍ଜାତୀୟ ମ୍ୟାଚ ପାଇଁ କେରଳ ଆସିବ । ତିରୁବନନ୍ତପୁରମରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ସମ୍ବୁର୍ଣ୍ଣ ତତ୍ତ୍ୱାବଧାନରେ ମ୍ୟାଚ ଅନୁଷ୍ଠିତ ହେବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login