ଜମ୍ମୁ କାଶ୍ମୀର: ସଏବେ ଜାମ୍ମୁ-କାଶ୍ମୀର ପାଇଁ ରାଜ୍ୟ ମାନ୍ୟତା ଦାବି ସମୟ ନୁହେଁ । ବିଧାନସଭା ସ୍ୱତନ୍ତ୍ର ଅଧିବେଶନରେ କହିଲେ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା । ଯଦି ମୁଁ ଶସ୍ତା ରାଜନୀତି କରିଥାନ୍ତି ତା ହେଲେ ଏପରି ଦାବି କରିପାରନ୍ତି । ରାଜ୍ୟ ମାନ୍ୟତା ଫେରିବା ଦାବିରୁ ଓହରି ନାହୁଁ , ମାତ୍ର ଏବେ ନୁହେଁ । ପହଲଗାମ ଘଟଣା ପରେ କେଉଁ ମୁହଁରେ ମୁଁ ରାଜ୍ୟ ମାନ୍ୟତା ମାଗିବି । ଅତୀତରେ ରାଜ୍ୟ ମାନ୍ୟତା ମାଗିଛି , ଭବିଷ୍ୟତରେ ମାଗିବି, ଏବେ ନୁହେଁ । ମୃତାହତଙ୍କ ପରିବାରୁ କେଉଁ ଭାଷାରେ କ୍ଷମା ମାଗିବି ଭାଷା ପାଉନି । ରାଜ୍ୟ ମୁଖିଆ ଭାବେ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଫେରାଇବା ଦାତିତ୍ୱ ଥିଲା ।
ପହଲଗାମରେ ନିର୍ଦ୍ଦୋଷ ହିନ୍ଦୁଙ୍କ ହତ୍ୟାକାଣ୍ଡ ଉପରେ ସୋମବାର ୨୮ ଏପ୍ରିଲ ୨୦୨୫ରେ ଜମ୍ମୁ ଏବଂ କାଶ୍ମୀର ବିଧାନସଭାର ଏକ ସ୍ବତନ୍ତ୍ର ଅଧିବେଶନ ଡାକି ଏକ ନିନ୍ଦା ପ୍ରସ୍ତାବ ଉପସ୍ଥାପିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ମଧ୍ୟ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ଏବଂ ଏହି ନିର୍ମମ ହତ୍ୟାକାଣ୍ଡ ଉପରେ ତାଙ୍କର ଶୋକ ପ୍ରକାଶ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ ପହଲଗାମ ଘଟଣାକୁ ଆଳ କରି ରାଜ୍ୟମାନ୍ୟତା ମାଗିବୁ ନାହିଁ ।
କେଉଁ ମୁହଁରେ ରାଜ୍ୟ ମାନ୍ୟତା ମାଗିବି : ଓମାର

Facebook
Twitter
LinkedIn
Facebook
Twitter
LinkedIn
Recent News
ପ୍ରଜଲ ରେଭନାଙ୍କୁ ଆଜୀବନ
ବେଙ୍ଗାଲୁର : ଜେଡି(ଏସ) ନେତା ପୂର୍ବତନ ସାଂସଦ ପ୍ରଜଲ ରେଭନାଙ୍କୁ ଆଜୀବନ । ବେଙ୍ଗାଲୁରୁ ସ୍ପେଶାଲ କୋର୍ଟ ଆଜୀବନ କାରାଦଣ୍ଡା ଦେଶ ଦେଲେ । କୋର୍ଟ ଅଗଷ୍ଟ...
ସ୍କୁଲ ପିଲା ଅଣ୍ଡା ଖାଉ ନ ଥିଲେ ଦିଆଯିବ ଫଳ
ଭୁବନେଶ୍ୱର : ପିଏମ ପୋଷଣ ସ୍କିମରେ ସ୍କୁଲ ପିଲା ଅଣ୍ଡା ଖାଉ ନ ଥିଲେ ଦିଆଯିବ ଫଳ । ଯେଉଁଦିନ ଅଣ୍ଡା ଦିଆଯାଉଥିଲା , ସେହିଦିନ ଫଳ...
ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ଏହି ଡାଲି
ବ୍ୟୁରୋ : ମୁଗ ଡ଼ାଲି ପ୍ରତ୍ୟେକଙ୍କ ରୋଷେଇ ଘରେ ମିଳିଥାଏ । ଏହା କେବଳ ଖାଇବା ପାଇଁ ସ୍ୱାଦିଷ୍ଟ ନୁହେଁ ବରଂ ଏହା ସ୍ୱାସ୍ଥ୍ୟ ଦୃଷ୍ଟିରୁ ମଧ୍ୟ...
ହୋଟେଲରେ ମହିଳା କର୍ମଚାରୀଙ୍କ ହଙ୍ଗାମା
ଭୁବନେଶ୍ୱର : ହୋଟେଲରେ ମହିଳା କର୍ମଚାରୀଙ୍କ ହଙ୍ଗାମା । ମାରପିଟ୍ କଲେ, ଯାହା ପାରିଲେ ଭାଙ୍ଗିଲେ । ଫୁଲ କୁଣ୍ଡଠାରୁ ଆରମ୍ଭ କରି କଂପ୍ୟୁଟର, କବାଟ ଆଦି...