The Ultimate Managed Hosting Platform
ADVERTISEMENT

କଂଗ୍ରେସକୁ ଫେରିଲେ ସୁନୀତା ବିଶ୍ୱାଳ

Facebook
Twitter
LinkedIn

ଭୁବନେଶ୍ୱର : ପୂର୍ବତନ ସିଏମ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ୱାଳକୁ କଂଗ୍ରେସକୁ ଫେରିଲେ । ୨୦୧୯ରେ ବିଜେଡି ଟିକେଟରେ ସୁନ୍ଦରଗଡ ସଂସଦୀୟ କ୍ଷେତ୍ରରୁ ଲଢିଥିଲେ । କାଲି ବିଜେଡିରୁ ଇସ୍ତଫା ଦେଇଥିଲେ , ଆଜି କଂଗ୍ରେସରେ ମିଶିଲେ । ବ୍ୟକ୍ତିଗତ କାରଣ ଦର୍ଶାଇ ସୁନୀତା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପଠାଇଥିଲେ । ପିସିସି ସଭାପତି ଭକ୍ତ ଦାସ ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ମିଶିଲେ । ତେବେ ରାହୁଲଙ୍କ ଗସ୍ତ ପୂର୍ବରୁ ସୁନୀତା କଂଗ୍ରେସକୁ ଫେରିବା “ହାତ’କୁ କେତେ ବଳ ଦେବ ତାହା ଆଗାମୀ ଦିନରେ ହିଁ ଜଣାପଡ଼ିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ସମ୍ବିଧାନ ବଞ୍ଚାଅ ନୁହେଁ କଂଗ୍ରେସ ବଞ୍ଚାଅ ସମାବେଶ : ବିଜେପି

ସମ୍ବିଧାନ ବଞ୍ଚାଅ ନୁହେଁ କଂଗ୍ରେସ ବଞ୍ଚାଅ ସମାବେଶ : ବିଜେପି

ଭୁବନେଶ୍ୱର : ରାହୁଲ ଗାନ୍ଧୀଙ୍କ ଓଡିଶା ଗସ୍ତ ନେଇ ରାଜ୍ୟ ବିଜେପିର ପ୍ରେସମିଟ । କଂଗ୍ରେସ ଉପରେ ବର୍ଷିଲେ ରାଜ୍ୟ ବିଜେପି ଉପସଭାପତି ବିରଞ୍ଚô ତ୍ରିପାଠୀ ।...

ADVERTISEMENT
କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା : ଉଦ୍ଧାର କାର୍ଯ୍ୟରେ ସାମିଲ ସ୍ଥାନୀୟ ଲୋକ ଓ ପ୍ରଶାସନକୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଆସନ୍ତାକାଲି ମୁମ୍ବାଇରୁ ଫେରିବେ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଆସନ୍ତାକାଲି ମୁମ୍ବାଇରୁ ଭୁବନେଶ୍ବର ଫେରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସର୍ଭାଇକାଲ ଆର୍ଥ୍ରାଇଟିସ ସର୍ଜରୀରୁ ସଂପୂର୍ଣ୍ଣ ସୁସ୍ଥ ହେବା ପରେ ସେ ଓଡ଼ିଶା...

Login