The Ultimate Managed Hosting Platform
ADVERTISEMENT

ଭୁବନେଶ୍ୱରରେ ପହଁଚିଲେ ରାହୁଲ ଗାନ୍ଧୀ

Facebook
Twitter
LinkedIn

ଭୁବନେଶ୍ୱର : ଭୁବନେଶ୍ୱରରେ ରାହୁଲ ଗାନ୍ଧୀ । ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓଡ଼ିଶାରେ ପହଂଚିଛନ୍ତି । କଂଗ୍ରେସ ପକ୍ଷରୁ ବରମୁଣ୍ଡା ପଡ଼ିଆରେ ହେବାକୁ ଥିବା ‘ସମ୍ବିଧାନ ବଞ୍ଚାଅ ଦେଶ ବଞ୍ଚାଅ’ ମହାସମାବେଶରେ ସେ ଯୋଗ ଦେବାକୁ ଓଡ଼ିଶାରେ ପହଂଚିଥିବାବେଳେ ଏବେ ରୋଡ଼ ସୋରେ ସାମିଲ ହୋଇଛନ୍ତି । ବିଶେଷ କରି ରାହୁଲଙ୍କ ଟିକେ ଝଲକ ପାଇବାକୁ ବିମାନବନ୍ଦରରୁ ଆରମ୍ଭ କରି ବରମୁଣ୍ଡା ପଡିଆ ଯାଏଁ କଂଗ୍ରେସ କର୍ମୀ ଉତ୍କଣ୍ଠାର ସହ ଅପେକ୍ଷା କରିଥିବାବେଳେ ରାଜଧାନୀରେ ଆଜି କଂଗ୍ରେସ କର୍ମୀଙ୍କ ବିପୁଳ ଗହଳି ଦେଖିବାକୁ ମିଳିଛି ଜ୍ଝ ରାଜ୍ୟରେ ବିଜେପି ସରକାର ଆସିବା ପରେ ଏହା ରାହୁଲ୍ଙ୍କ ପ୍ରଥମ ଓଡ଼ିଶା ଗସ୍ତ। ତେଣୁ ରାହୁଲଙ୍କ ଏହି ଗସ୍ତକୁ ରାଜନୈତିକ ମହଲରେ ବେଶ୍ ଗୁରୁତ୍ବ ଦିଆଯାଉଛି। ରାଜ୍ୟରେ ବିରୋଧୀ ଦଳ ଭାବେ କଂଗ୍ରେସର ପ୍ରଦର୍ଶନ ଭଲ ଥିଲା ବେଳେ ରାହୁଲଙ୍କ ଗସ୍ତ କଂଗ୍ରେସର ସ୍ଥିତିକୁ ଆହୁରି ମଜଭୁତ କରିବ ବୋଲି ନେତା ଓ କର୍ମୀମାନେ ଆଶା ରଖିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login