The Ultimate Managed Hosting Platform
ADVERTISEMENT

ଆସନ୍ତା ଏପ୍ରିଲ ୧ରୁ ଔଷଧର ଦର ବଢିବ

Facebook
Twitter
LinkedIn

ନୂଆଦିଲ୍ଲୀ: ଏଥର ଦେଶବାସୀଙ୍କ ଉପରେ ମେଡିସିନ ଦରର କୋରଡ଼ା ମାଡ଼ । ଆସନ୍ତା ଏପ୍ରିଲ ୧ରୁ ଔଷଧର ଦର ବଢିବ ୧୨ ପ୍ରତିଶତ । ପେନକିଲର, ଆଣ୍ଟିବାୟୋଟିକ୍ସ, ଆଣ୍ଟିଇନଫେକ୍ଟିଭ, କାର୍ଡିଆକ ମେଡିସିନର ଦର ବଢିବ ବୋଲି ସୂଚନା ମିଳିଛି ।ଗତବର୍ଷ ନ୍ୟାସନାଲ ଫାର୍ମାସ୍ୟୁଟିକାଲ ପ୍ରାଇସିଂ ଅଥରିଟି ବା ଏନପିପିଏ ପକ୍ଷରୁ ହୋଲସେଲ ପ୍ରାଇସ ଇଣ୍ଡେକ୍ସର ଦର ୧୦ ଦଶମିକ ୭ ପ୍ରତିଶତ ବୃଦ୍ଧି କରାଯାଇଥିଲା । ପ୍ରତିବର୍ଷ ଡ୍ରଗ୍ସ ପ୍ରାଇସ କଣ୍ଟ୍ରୋଲ ଅର୍ଡର ୨୦୧୩ ଅନୁସାରେ ଏନପିପିଆଇ ପକ୍ଷରୁ ହୋଲସେଲ ପ୍ରାଇସ ଇଣ୍ଡେକ୍ସରେ ପରିବର୍ତ୍ତନ କରାଯାଇଥାଏ । ଏନପିପିଏ ଦ୍ବାରା ନିୟନ୍ତ୍ରିତ କରାଯାଉଥିବା କେତେକ ସିଡ୍ୟୁଲଡ୍ ଔଷଧର ଦର ବୃଦ୍ଧି ହେଉଥିବାବେଳେ ନନସିଡ୍ୟୁଲଡ ଔଷଧର ଦର ବାର୍ଷକ ୧୦ ପ୍ରତିଶତ ବୃଦ୍ଧି ଲାଗି ବ୍ୟବସ୍ଥା ରହିଛି । ଦରବୃଦ୍ଧି କାରଣରୁ ପ୍ରାୟ ୮୦୦ ଜରୁରୀ ଔଷଧର ଦର ବଢିବ । ଦରବୃଦ୍ଧି ଯୋଗୁ ଦେଶର ପ୍ରତ୍ୟେକ ବର୍ଗର ଲୋକ ପ୍ରଭାବିତ ହେବାକୁ ଯାଉଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login