The Ultimate Managed Hosting Platform
ADVERTISEMENT

୫୨ଲକ୍ଷ ସିମ କାର୍ଡ ଅଚଳ

Facebook
Twitter
LinkedIn

ନୂଆଦିଲ୍ଲୀ : ଫ୍ରଡ୍ ଭାବେ କନେକ୍ସନ ହୋଇଥିବା ୫୨ ଲକ୍ଷ ସିମ୍ କାର୍ଡ ଅଚଳ । କେନ୍ଦ୍ର ଟେଲିକମ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଗୁରୁତ୍ୱପୂର୍ଣ୍ଣ ସୂଚନା । ଜାଲ୍ ଡକ୍ୟୁମେଣ୍ଟ ଦେଇ କନେକ୍ସନ ହୋଇଥିବାରୁ ଅଚଳ କରାଗଲା । ସିମ୍ କାର୍ଡ ବିକ୍ରି କରୁଥିବା ୬୭ ହଜାର ଡିଲର ବ୍ଲାକଲିଷ୍ଟେଡ । ୬୭ ହଜାର ଡିଲର ବ୍ଲାକଲିଷ୍ଟେଡ ସହ ୩୦୦ ଏତଲା କରାଯାଇଛି । ୬୬ ହଜାର ହ୍ୱାଟସଆପ ଆକାଉଣ୍ଟ ଅଚଳ ହୋଇଥିବା କହିଲେ ବୈଷ୍ଣବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login