The Ultimate Managed Hosting Platform
ADVERTISEMENT

ଶ୍ରୀମନ୍ଦିରରେ ଏଏସଆଇ ଡିଜି

Facebook
Twitter
LinkedIn

ପୁରୀ : ଶ୍ରୀମନ୍ଦିରରେ ଏଏସଆଇ ଡିଜି । ଶ୍ରୀମନ୍ଦିରରେ ପହଁଚିଲେ ଏଏସଆଇଡିଜି କିଶୋର ବାସା । ଗର୍ଭ ଗୃହ ଓ ନାଟପଣ୍ଡପ ଅନୁଧ୍ୟାନ କରିବେ ଏଏସଆଇ ଡିଜି । ଶ୍ରୀମନ୍ଦିର ସଂରକ୍ଷଣ ପାଇଁ ଏଏସଆଇ ପ୍ରସ୍ତୁତ ଥିବା କହିଲେ । ସରଂକ୍ଷଣରେ କୈାଣସି ଅସୁବିଧା ହେବ ନାହିଁ କହିଲେ ଏଏସଆଇ ଡିଜି । ଗର୍ଭ ଗୃହ ଭିତରେ ମୂଷା ଗାତକୁ ତାର ଜାଲିରେ ବନ୍ଦ କରାଯାଇଛି ।

କାଲିଠୁ ମୃତଦେହ ରଖି ରାସ୍ତା ରୋକ
ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login