The Ultimate Managed Hosting Platform
ADVERTISEMENT

କାଲିଠୁ ମୃତଦେହ ରଖି ରାସ୍ତା ରୋକ

Facebook
Twitter
LinkedIn

କୋଇଡା : ଦୁର୍ଘଟଣା ପରେ କାଲି ରାତିରୁ ପଡି ରହିଛି ୨ ମୃତଦେହ । କ୍ଷତିପୂରଣ ଦାବିରେ ରାସ୍ତାରେ ୨ ମୃତଦେହ ରଖି ରାସ୍ତା ରୋକ । ୧୨ ଘଣ୍ଟାରୁ ଉର୍ଦ୍ଧ ହେଲାଣି ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ । ରାସ୍ତାର ଉଭୟ ପାଶ୍ୱର୍ରେ ଅଟକି ରହିଛି ମାଲ ବୋଝେଇ ଗାଡି । କାଲି ବାହୁଡା ଯାତ୍ରା ଦେଖି ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା । ସେଗାସାହି ଛକରେ ଅଜଣା ଗାଡି ଧକ୍କାରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ଏ ପ ର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ କୈାଣସି ସହାୟତା ଯୋଗାଇ ଦିଆଯାଇ ନ ଥିବା ବେଳେ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଁଚି ନାହିଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login