କୋଇଡା : ଦୁର୍ଘଟଣା ପରେ କାଲି ରାତିରୁ ପଡି ରହିଛି ୨ ମୃତଦେହ । କ୍ଷତିପୂରଣ ଦାବିରେ ରାସ୍ତାରେ ୨ ମୃତଦେହ ରଖି ରାସ୍ତା ରୋକ । ୧୨ ଘଣ୍ଟାରୁ ଉର୍ଦ୍ଧ ହେଲାଣି ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ । ରାସ୍ତାର ଉଭୟ ପାଶ୍ୱର୍ରେ ଅଟକି ରହିଛି ମାଲ ବୋଝେଇ ଗାଡି । କାଲି ବାହୁଡା ଯାତ୍ରା ଦେଖି ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା । ସେଗାସାହି ଛକରେ ଅଜଣା ଗାଡି ଧକ୍କାରେ ୨ ଜଣଙ୍କର ମୃତ୍ୟୁ … Continue reading କାଲିଠୁ ମୃତଦେହ ରଖି ରାସ୍ତା ରୋକ
Copy and paste this URL into your WordPress site to embed
Copy and paste this code into your site to embed