ରେଢାଖୋଲ : ଶାଶୁକୁ ବୋହୂ ତଣ୍ଟି ଚିପି ଜୀବନ ନେଇଥିବା ଅଭିଯୋଗ । ରେଢାଖୋଲ ଥାନା କୁଟାସିଙ୍ଗା ଗାଁରେ ଅଭାବନୀୟ ଘଟଣା । ଭାଇ ସହ ମିଶି ଶାଶୁକୁ ମାରିଥିବା ଅଭିଯୋଗ । ଥାନାରେ ଅଭିଯୁକ୍ତ ବୋହୂ ଓ ତାର ଭାଇ ଅଟକ ଥିବା ସୂଚନା ରହିଛି । ପାରିବାରିକ କଳହରୁ ଏଭଳି ଘଟିଥିବା ସନେ୍ଦହ କରାଯାଉଛି । ଶ୍ୱଶୁର ଓ ସ୍ୱାମୀ ବାହାରେ ରୁହନ୍ତି । ଶାଶୁ-ବୋହୂ ଝଗଡା ଲାଗୁଥିଲେ । ମୃତଦେହ ଜବତ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।
Views: 35