The Ultimate Managed Hosting Platform
ADVERTISEMENT

ଶାଶୁ ଓ ସ୍ୱାମୀକୁ ଆଜୀବନ

Facebook
Twitter
LinkedIn

ଯାଜପୁର : ୨୦୧୯ ମସିହାରେ ଘଟିଥିଲା ଘଟଣା । ଯୈ।ତୁକ ପାଇଁ ଚାଲିଗଲା ଜଣେ ବଧୂଙ୍କ ଜୀବନ । ଶାଶୁଘର ଲୋକେ ଜୀବନରୁ ମାରିଦେଲେ । ଯୈ।ତୁକ ପାଇଁ ବଧୂ ହତ୍ୟା । ଶାଶୁ ଓ ସ୍ୱାମୀକୁ ଆଜୀବନ । ଶାଶୁ ଚଂଚଳା ସାହୁ ଓ ସ୍ୱାମୀ ସୁରେନ୍ଦ୍ର ସାହୁଙ୍କୁ ଆଜୀବନ ଦଣ୍ଡାଦେଶ । ଆଜୀବନ ଜେଲ ସହ ୧୦ ହଜାର ଜରିମାନା କଲେ ଏଡିଜେ କୋର୍ଟ । ୨୦୧୯ ରେ କୋରେଇ ଥାନା ଜଳନ୍ଦା ଗାଁରେ ଘଟିଥିଲା ହତ୍ୟାକାଣ୍ଡ ।

ବିଭିନ୍ନ ସ୍ଥାନରେ କୁଆ ପଥର ବର୍ଷା
ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନିଲମ୍ବିତ ହେଲେ ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି ନିହାର ରଞ୍ଜନ ମହାନ୍ତି

ନିଲମ୍ବିତ ହେଲେ ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି ନିହାର ରଞ୍ଜନ ମହାନ୍ତି

କଟକ : ନିଲମ୍ବିତ ହେଲେ ମାଧ୍ୟମିକ ଶିକ୍ଷା ପରିଷଦର ଉପ ସଭାପତି ନିହାର ରଞ୍ଜନ ମହାନ୍ତି । ସ୍ୱତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଭାଇରଲ ଘଟଣାରେ ଗିରଫ ପରେ...

Login