The Ultimate Managed Hosting Platform
ADVERTISEMENT

ଲୁଣା ନଦୀରେ ବୁଡି ନାବାଳିକା ନିଖୋଜ

Facebook
Twitter
LinkedIn

ମହାକାଳପଡା : ଲୁଣା ନଦୀରେ ବୁଡି ନାବାଳିକା ନିଖୋଜ । ମଙ୍ଗଳପୁର ପଞ୍ଚାୟତ ବନ୍ଧପଡା ଗାଁ ନିକଟ ନଦୀରେ ବୁଡି ନିଖୋଜ । ୨ ନାବାଳିକା ସାଙ୍ଗ ହୋଇ ଗାଧୋଇବା ବେଳେ ବୁଡି ନିଖୋଜ । ଜଣଙ୍କୁ ଜୀବିତ ଉଦ୍ଧାର କଲେ ଲୋକେ । ଆଉ ଜଣେ ନିଖୋଜ ରହିଥିବା ସୂଚନା । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକର ବନ୍ଧପଡା ଗାଁରେ ଘଟିଛି ଅଘଟଣ । ସକାଳୁ ଲୁଣା ନଦୀରେ ଗାଧୋଇବାକୁ ଯାଇଥିଲେ ଦୁଇ ଛାତ୍ରୀ ।ତେବେ ଗାଧୋଇବା ବେଳେ ଦୁଇ ଜଣ ଭାସି ଯାିଥିଲେ । ଜଣଙ୍କୁ ଉଦ୍ଧାର କରିଥିବା ବେଳେ ନିଖୋଜ ଛାତ୍ରୀଙ୍କୁ ଉଦ୍ଧାର ପାଇଁ ନଦୀରେ ସର୍ଚ୍ଚ ଅପରେସନ ଚାଲିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login