The Ultimate Managed Hosting Platform
ADVERTISEMENT

ମାଲକାନଗିରି ବାୟାପଡା ଘାଟିରେ ଭୂସ୍ଖଳନ, ୧୯ଟି ଗାଁ ବିଚ୍ଛିନ୍ନ

Facebook
Twitter
LinkedIn

ମାଲକାନଗିରି : ପ୍ରବଳ ବର୍ଷା ସହ ମାଲକାନଗିରିରେ ଭୂସ୍ଖଳନ । ମାଲକାନଗିରି ବାୟାପଡା ଘାଟିରେ ଭୂସ୍ଖଳନ । ନାକାମାମୁଡି ପଞ୍ଚାୟତର ୧୯ରୁ ଅଧିକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ । ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ । ପ୍ରାୟ ୩ ହଜାର ଲୋକେ ହନ୍ତସନ୍ତ । ତିନି ଦିନ ହେଲା ମାଲକାନଗିରି ଜିଲ୍ଲାରେ ଲାଗି ରହିଛି ପ୍ରବଳ ବର୍ଷା । ପ୍ରବଳ ବର୍ଷା ହେବା ଫଳରେ ସାଧାରଣ ଲୋକଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login