The Ultimate Managed Hosting Platform
ADVERTISEMENT

ମର୍ଣ୍ଣିଂ ଓ୍ୱାର୍କ ବେଳେ ଆଇନଜୀବୀଙ୍କୁ ମାଡିଗଲା ଟ୍ରକ

Facebook
Twitter
LinkedIn

ସମ୍ବଲପୁର :ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସମ୍ବଲପୁର ସାକ୍ଷୀପଡ଼ା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମର୍ଣ୍ଣିଂ ଓ୍ୱାର୍କ ବେଳେ ବରିଷ୍ଠ ଆଇନଜୀବୀଙ୍କ ଉପରେ ମାଡ଼ିଗଲା ଟ୍ରକ । ଘଟଣାସ୍ଥଳରେ ଆଇନଜୀବୀଙ୍କ ମୃତ୍ୟୁ ହୋଇଛି । ମୃତ ଆଇନଜୀବୀଙ୍କ ନାମ ଉମେଶ ପ୍ରଧାନ ବୋଲି ଜଣାପଡିଛି । ଘଟଣାସ୍ଥଳରେ ସ୍ଥାନୀୟଲୋକଙ୍କ ପକ୍ଷରୁ ରାସ୍ତାରୋକ କରାଯାଇଛି । ସୂଚନା ଅନୁଯାୟୀ, ପ୍ରତ୍ୟେକ ଦିନ ପରି ଆଜି ବି ଶ୍ରୀଯୁକ୍ତ ପ୍ରଧାନ ପ୍ରାତଃ ଭ୍ରମଣ କରିବା ପାଇଁ ବାହାରିଥିଲେ । ସକାଳ ୬:୪୫ ସମୟରେ ଅଇଁଠାପାଲି ପଟୁ ଦୃତ ଗତିରେ ଆସୁଥିବା ଅଙ୍ଗୁର ବୋଝେଇ ଟ୍ରକ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ବରିଷ୍ଠ ଆଇନଜୀବୀ ଉମେଶ ଚନ୍ଦ୍ର ପ୍ରଧାନଙ୍କ ମୃତ୍ୟ ହୋଇଛି । ଆଇନଜୀବୀଙ୍କ ମୃତ୍ୟୁ ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି ।ତେବେ ଏନେଇ ସ୍ଥାନୀୟଲୋକ ପକ୍ଷରୁ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜିତିବା ହାରିବା ଅଲଗା କଥା କିନ୍ତୁ ଲଢିବି ; ସ୍ନେହାଙ୍ଗିନୀ ଛୁରିଆ

ଜିତିବା ହାରିବା ଅଲଗା କଥା କିନ୍ତୁ ଲଢିବି ; ସ୍ନେହାଙ୍ଗିନୀ ଛୁରିଆ

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ଥିବା ସ୍ନେହାଙ୍ଗିନୀ ଛୁରିଆଙ୍କ ପ୍ରତିକ୍ରିୟା । ମୁଁ ଓଡିଶା ସାରା ବୁଲୁଛି, ପାଖ ଦୂର କିଛି ନୁହେଁ,...

ADVERTISEMENT
ନୂଆପଡାରେ ବିଜେପିର ଶକ୍ତି ପ୍ରଦର୍ଶନ

ନୂଆପଡାରେ ବିଜେପିର ଶକ୍ତି ପ୍ରଦର୍ଶନ

ନୂଆପଡା : ନୂଆପଡାରେ ବିଜେପିର ଶକ୍ତି ପ୍ରଦର୍ଶନ । ମୁଖ୍ୟମନ୍ତ୍ରୀ, ସଭାପତି ସାମିଲ । ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ମନ୍ତ୍ରିପରିଷଦର ଏକାଧିକ ମନ୍ତ୍ରୀ ଉପସ୍ଥିତ ।...

Login