କଟକ : ଚଳିତ ବର୍ଷ କଟକ ବାଲିଯାତ୍ରାରେ ଧମାକା କରିବ ବଲିଉଡ ନାଇଟ । ଶ୍ରେୟା ଘୋଷାଲ, ହର୍ଷଦୀପ କୈାର, ରୁଷି ସିଂଙ୍କ ଗୀତରେ ଝୁମିବେ ଦର୍ଶକ । ଏହା ବ୍ୟତୀତ ଓଲିଉଡର ୧୪ ଜଣ ନାମକରା ଗାୟକ ମଧ୍ୟ ସାମିଲ ହେବେ । ଉଭୟ ବ÷÷ଷ୍ଣବ ପାଣି ଓ ଅକ୍ଷୟ ମହାନ୍ତି ମଞ୍ଚରେ ହେବ କାର୍ଯ୍ୟକ୍ରମ । ବାଲିଯାତ୍ରାରେ ୪ଟି ପ୍ରବେଶ ପଥ ଓ ୯ଟି ପ୍ରସ୍ଥାନ ପଥ ରହିବ । ଏହାବ୍ୟତୀତ ଜରୁରୀକାଳୀନ ପ୍ରସ୍ଥାନ ପାଇଁ ୬ଟି ଗେଟ ରହିବ । ସେହିପରି ‘କଟକ ଇନ କଟକରେ ଓଡିଆ ଭାଷା ଓ ଓଡିଆ ସାହିତ୍ୟ’ ଥିମ ରହିବ ।
Views: 49