The Ultimate Managed Hosting Platform
ADVERTISEMENT

ଆଜିଠୁ ୩ ଦିନିଆ ଗସ୍ତରେ ବିହାର ଯିବେ ଅମିତ ଶାହା

Facebook
Twitter
LinkedIn

ନୂଆଦିଲ୍ଲୀ : ବିହାର ବିଧାନସଭା ନିର୍ବାଚନ ପାଇଁ ଏନଡିଏରେ ଆସନ ବଣ୍ଟନ ପରେ ବିଜେପି ଓ ଜେଡିୟୁ ଭାଗରେ ପଡ଼ିଥିବା ୧୦୧- ୧୦୧ ଆସନ ପାଇଁ ଦୁଇଦଳ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି । ଏକ୍ଷେତ୍ରରେ ମହାମେଣ୍ଟ ଅପେକ୍ଷା ଆଗୁଆ ରହିଛି ଏନଡିଏ । କିନ୍ତୁ ଏନଡିଏର କିଛି ଅଂଶୀଦାର ଦଳଙ୍କ ମଧ୍ୟରେ ଆସନ ବଣ୍ଟନ ନେଇ ଅସନ୍ତୋଷ ଦେଖାଦେଇଛି । ଏହାର ସହମତି ଭିତ୍ତିକ ସମାଧାନ ପାଇଁ ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ସଂଧ୍ୟାରେ ବିହାର ଯାଉଛନ୍ତି । ଆଜିଠାରୁ ତିନିଦିନିଆ ବିହାର ଗସ୍ତରେ ଯାଉଛନ୍ତି ଅମିତ ଶାହ । ସେ ଏନଡିଏ ଏବଂ ବିଜେପି ନେତାମାନଙ୍କ ବୈଠକରେ ଯୋଗଦେବା ସହ କିଛି ନିର୍ବାଚନୀ ସଭାରେ ମଧ୍ୟ ଯୋଗଦବେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login