ଭୁବନେଶ୍ୱର : ଟ୍ରାଫିକ ନିୟମ ଉଲଂଘନ କରୁଥିଲେ ସାବଧାନ । ବାତିଲ ହେବ ଗାଡି ରେଜିଷ୍ଟ୍ରେସନ ଲାଇସେନ୍ସ । ବ୍ଲାକ୍ ଲିଷ୍ଟ ହୋଇପାରେ ଆପଣଙ୍କ ଗାଡ଼ି । ଅଭ୍ୟାସ ଗତ ଟ୍ରାଫିକ ଉଲଂଘନ କାରୀଙ୍କ ଲିଷ୍ଟ ଦେଲା ପୋଲିସ । ୨୫୮ଟି ଗାଡି ହେଲା ବ୍ଲକା ଲିଷ୍ଟ । ରେଜିଷ୍ଟ୍ରେସନ ରଦ୍ଦ ପାଇଁ ଚିଠି । ଓସଟିଏକୁ ଚିଠି ଲେଖିଲା ପୋଲିସ କମିଶନରେଟ । ଯେଉଁମାନେ ବାରମ୍ବାର ଗାଡିରେ ଟ୍ରାଫିକ ନିୟମ ଉଲଂଘନ କରିଛନ୍ତି ସେମାନଙ୍କ ଲାଇସେନ୍ସ ଓ ଫିଟନେସ ରଦ୍ଧ ପାଇଁ ମଧ୍ୟ ଚିଠିରେ ଉଲ୍ଲେଖ କରାଯାଇଛି।
Views: 22